ଶିଶୁ ଶରୀରରେ ଆପଣଛାଏଁ ଲେଖି ହୋଇଯାଉଛି ରାମ ଓ ରାଧେ ଶବ୍ଦ ; କାରଣ ଜାଣିବାକୁ ଡାକ୍ତର ବି ଫେଲ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରିପାଖରେ ଏଭଳି କିଛି ଘଟଣା ଘଟେ ଯାହା ବିଷୟରେ ଆମେ ଯେତେ ଜାଣିବାକୁ ଚେଷ୍ଟା କଲେ ବି ତାହା ଅଧିକ ରହସ୍ୟମୟ ମନେ ହୋଇଯାଏ । ଉତ୍ତର ପ୍ରଦେଶରେ ହରଦୋଇ ଜିଲ୍ଲାରେ ଏଭଳି ଅଦ୍ଭୁଦ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା । ଜଣେ ଶିଶୁ ଶରୀରରେ ଆପଣାଛାଏଁ ଲେଖି ହୋଇଯାଉଛି ରାମ ରାମ ଓ ରାଧେ ରାଧେ ଶବ୍ଦ । ଶିଶୁଙ୍କୁ ଦେଖିବାକୁ ଭିଡ଼,କରୁଛନ୍ତି …

ଶିଶୁ ଶରୀରରେ ଆପଣଛାଏଁ ଲେଖି ହୋଇଯାଉଛି ରାମ ଓ ରାଧେ ଶବ୍ଦ ; କାରଣ ଜାଣିବାକୁ ଡାକ୍ତର ବି ଫେଲ Read More »