୫୬ଟି ରାଜ୍ୟସଭା ଆସନରେ କିଏ ଜିତିବ ଆଉ କିଏ ହାରିବ ଜାଣନ୍ତୁ ?
ନୂଆଦିଲ୍ଲୀ: ଫେବ୍ରୁଆରି ୨୭ରେ ହେବାକୁ ଥିବା ରାଜ୍ୟସଭାର ୫୬ଟି ଆସନ ମଧ୍ୟରୁ ୫୦ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଏବଂ ୬ଟି ଆସନର କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେବ । ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ନିଜର ଆସନ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ୧୫ଟି ରାଜ୍ୟର ୫୬ଟି ଆସନରୁ ୨୮ଟି ଆସନ ଉପରେ ବିଜେପିର କବଜା …
୫୬ଟି ରାଜ୍ୟସଭା ଆସନରେ କିଏ ଜିତିବ ଆଉ କିଏ ହାରିବ ଜାଣନ୍ତୁ ? Read More »