ପ୍ରଥମ ନିର୍ବାଚନରେ କମ୍ୟୁନିଷ୍ଟ୍ ପାର୍ଟି ପାଇଁ ପ୍ରଚାର କରୁଥିଲା ମସ୍କୋ ରେଡ଼ିଓ !
୧୯୪୭ ମସିହାରେ ଭାରତ ସ୍ୱାଧୀନତା ଲାଭ କରିଥିଲା । ଏହାପରେ ୧୯୫୦ ମସିହାରେ ଏହି ଦେଶ ଗଣତନ୍ତ୍ରରେ ପରିଣତ ହୋଇଥିଲା । ଏବେ ଦେଶରେ ପ୍ରଥମ ଥର ପାଇଁ ୧୯୫୨ରେ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସମୟ ଭିନ୍ନ ଥିଲା । ପ୍ରଚାର ପଦ୍ଧତି ମଧ୍ୟ ଭିନ୍ନ ଥିଲା । ରାଜନୈତିକ ଦଳମାନଙ୍କ ପାଖରେ ଅଧିକ ଅର୍ଥ ନଥିଲା, ତେଣୁ କଂଗ୍ରେସ ସମେତ ସବୁ ରାଜନୈତିକ ଦଳ ଅତ୍ୟନ୍ତ ସୀମିତ ଢଙ୍ଗରେ ପ୍ରଚାର …
ପ୍ରଥମ ନିର୍ବାଚନରେ କମ୍ୟୁନିଷ୍ଟ୍ ପାର୍ଟି ପାଇଁ ପ୍ରଚାର କରୁଥିଲା ମସ୍କୋ ରେଡ଼ିଓ ! Read More »