କତାର ଜାତୀୟ ଦିବସରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ କୋହଳ ହେବ କି ?
କତାରରେ ଗୁଇନ୍ଦାଗିରି ଅଭିଯୋଗରେ ମୃତ୍ୟୁଦଣ୍ଡରେ ଦଣ୍ଡିତ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କ ଭାଗ୍ୟ ସୂତାଖିଅରେ ଝୁଲୁଛି । ଭାରତ ସରକାର ସେମାନଙ୍କ ସୁରକ୍ଷା ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ପରିସ୍ଥିତିରେ ଆଶାର ଗୋଟିଏ କିରଣ ଏବେ ଦେଖିବାକୁ ମିଳିଛି । ଆସନ୍ତା ଡିସେମ୍ବର ୧୮ ତାରିଖ ହେଉଛି କତାର ଜାତୀୟ ଦିବସ । ଏହି ଦିନରେ କତାର ମୃତ୍ୟୁଦଣ୍ଡରେ ଦଣ୍ଡିତ ଭାରତୀୟଙ୍କୁ କ୍ଷମାଦାନ କରିପାରେ ବୋଲି ଆଶା କରାଯାଉଛି …
କତାର ଜାତୀୟ ଦିବସରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କ ମୃତ୍ୟୁଦଣ୍ଡ କୋହଳ ହେବ କି ? Read More »