puri srimandira

ବେଦମନ୍ତ୍ର, ସଂକୀର୍ତ୍ତନରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର

ପୁରୀ: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେବ ଲୋକାର୍ପଣ । ଏଥିପାଇଁ ୧୦୮ଜଣ ଶୋତ୍ରୀୟ ବ୍ରାହ୍ମଣଙ୍କ ବେଦମନ୍ତ୍ରରେ କମ୍ପୁଛି ଶ୍ରୀକ୍ଷେତ୍ର । ମନ୍ତ୍ରପାଠରେ ଆହୁତି ଦେଇ ଯଜ୍ଞ ନାରାୟଣଙ୍କୁ କରାଯାଇଛି ଆବାହନ । ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦପାଠୀଙ୍କ ଚାରି ବେଦପାଠ ସହ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇଛି ଚାରିଦିଗ । ଜୟ ଜଗନ୍ନାଥ ଧ୍ୱନୀରେ ମୁଖରିତ ହୋଇଛି ଖଣ୍ଡମଣ୍ଡଳ । ଲୋକାର୍ପଣ ଉତ୍ସବ ପାଇଁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଆରମ୍ଭ ହୋଇଛି ତିନିଦିନିଆ ଭବ୍ୟ …

ବେଦମନ୍ତ୍ର, ସଂକୀର୍ତ୍ତନରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର Read More »

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଆରମ୍ଭ ହେଲା ପୂଜା

ପୁରୀ: ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜିଠାରୁ ଆରମ୍ଭ ହୋଇଛି ପୂଜାକାର୍ଯ୍ୟ । ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ବ୍ରାହ୍ମଣବରଣ, ଗୁଆଟେକା ଆଦି ନୀତି ସଂପନ୍ନ ପରେ ପୂଜା କାର୍ଯ୍ୟ ଆରମ୍ଭ ହେବ । ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ …

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଆରମ୍ଭ ହେଲା ପୂଜା Read More »

ଆଜି ପ୍ରଥମାଷ୍ଟମୀ : ପୋଢୁଆଁ ହେଲେ ବଡ଼ଠାକୁର

ପୁରୀ : ପ୍ରଥମାଷ୍ଟମୀରେ ପୋଢୁଆଁ ହେଲେ ବଡ଼ଦେଉଳର ବଡ଼ଠାକୁର । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ମଙ୍ଗଳବାର ଭୋଗମଣ୍ଡପ ବଢିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ କରାଯାଇଛି । ଏହାପରେ ଠାକୁରଙ୍କୁ ନୂଆ ଲୁଗା ଲାଗି କରାଯାଇଥିଲା । ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ନିଆଳୀ ମାଧବଙ୍କ ପୀଠରୁ ଗତ ଚାରିବର୍ଷ ହେବ ପୋଢୁଆଁ ଭାର ଆସୁଛି । ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଭକ୍ତଙ୍କ …

ଆଜି ପ୍ରଥମାଷ୍ଟମୀ : ପୋଢୁଆଁ ହେଲେ ବଡ଼ଠାକୁର Read More »

RSS
Follow by Email
Scroll to Top
Close Bitnami banner
Bitnami