priyanka gandhi

ମନି ଲଣ୍ଡରିଙ୍ଗ୍ ମାମଲା ଚାର୍ଜସିଟ୍‌ରେ ପ୍ରିୟଙ୍କାଙ୍କ ନାଁ ଉଲ୍ଲେଖ କଲା ଇଡି

ନୂଆଦିଲ୍ଲୀ : କଂଗ୍ରେସ ଉପରେ ଚଡ଼କ । ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି ।ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି । ତେବେ ତାଙ୍କୁ ଅଭିଯୁକ୍ତ କରାଯାଇ ନାହିଁ । ଏହି ମାମଲାରେ ପୂର୍ବରୁ ଏହି ମାମଲାର ଚାର୍ଜସିଟ୍‌ରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ନାମ ରହିଥିଲା । ପ୍ରିୟଙ୍କା ଓ ରବର୍ଟଙ୍କୁ ଅଭିଯୁକ୍ତ …

ମନି ଲଣ୍ଡରିଙ୍ଗ୍ ମାମଲା ଚାର୍ଜସିଟ୍‌ରେ ପ୍ରିୟଙ୍କାଙ୍କ ନାଁ ଉଲ୍ଲେଖ କଲା ଇଡି Read More »

ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍ । ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଶୁଣିବାକୁ ମିଳିଛି । ୧୯୯୧ ପରଠାରୁ ୨୦୦୪ ବ୍ୟତୀତ ବାରାଣସୀରେ ଭାଜପା ଜିତି ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଏବଂ ୨୦୧୯ ରେ ସେଠାରୁ ବିଜୟ ଲାଭ କରିଛନ୍ତି । ଯେଉଁଠାରୁ …

ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ Read More »

ଏମ୍‌ପିଙ୍କ ନିଲମ୍ବନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ସୋମବାର ଉତ୍ତେଜନା ଯୋଗୁ ଗୃହକାର୍ଯ୍ୟ ଚାଲିପାରିନାହିଁ । ଲୋକ ସଭା ଏବଂ ରାଜ୍ୟ ସଭାରେ ବିରୋଧୀଦଳ ସଦସ୍ୟମାନେ ସଂସଦର ସୁରକ୍ଷା ଅଭାବ ମାମଲାକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ବିବୃତ୍ତି ଦାବି କରିଥିଲେ । ଗୃହରେ ବିଶୃଙ୍ଖଳା କରୁଥିବା ଅଭିଯୋଗରେ ଲୋକ ସଭା ଓ ରାଜ୍ୟ ସଭାର ମୋଟ ୯୨ ଏମ୍‌ପିଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରାଯାଇଛି । ତେବେ ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ କଂଗ୍ରେସର ରାଷ୍ଟ୍ରୀୟ …

ଏମ୍‌ପିଙ୍କ ନିଲମ୍ବନକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା Read More »

ମୋଦିଙ୍କ ବିରୋଧରେ ଦେଇଥିଲେ ଆପତ୍ତି ଜନକ ମନ୍ତବ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ବିବୃତ୍ତି ମାମଲାରେ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଆୟୋଗ ଏକ ନୋଟିସ୍ ଜାରି କରିଛନ୍ତି । ସୋ କଜ୍ ନୋଟିସରେ ନିର୍ବାଚନ ଆୟୋଗ ପ୍ରିୟଙ୍କା ଗାନ୍ଧୀଙ୍କୁ ୧୬ ନଭେମ୍ବରରେ ରାତି ୮ ଟା ସୁଦ୍ଧା ଏହାର ଉତ୍ତର ଦେବାକୁ କହିଛନ୍ତି । ନୋଟିସରେ ତାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନ ନିଆଯିବ ସେନେଇ ଉତ୍ତର ଦେବାରୁ କୁହାଯାଇଛି । ଆପତ୍ତିଜନକ ବକ୍ତବ୍ୟକୁ ବନ୍ଦ …

ମୋଦିଙ୍କ ବିରୋଧରେ ଦେଇଥିଲେ ଆପତ୍ତି ଜନକ ମନ୍ତବ୍ୟ Read More »

RSS
Follow by Email
Scroll to Top
Close Bitnami banner
Bitnami