ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରଦୀପ

ଭୁବନେଶ୍ୱର: ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ । ଗତ ୨୦୨୦ ମସିହାରେ ଟାଟା ମୋଟର୍ସ ଲିମିଟେଡ଼ରେ ଚାକିରି କରାଇଦେବାର ମିଛ ପ୍ରତଶ୍ରୁତି ଦେଇ ଗରିବ ଲୋକଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକି ନେଇଥିଲେ ବ୍ରହ୍ମପୁରର ବିଧାୟକ ଓ ବର୍ତ୍ତମାନର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ପାଠକ । ଟାଟା ମୋଟର୍ସ୍ ଲିମିଟେଡ଼ ତରଫରୁ କରାଯାଇଥିବା ଏତଲା ମୁତାବକ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟୋର୍ସ୍ କମ୍ପାନୀର …

ହାଇକୋର୍ଟ ନିର୍ଦ୍ଦେଶକୁ ଅବମାନନା କରୁଛନ୍ତି ପ୍ରଦୀପ Read More »