poltical news

ରାଜ୍ୟ ବିଜେପିରେ ଏବେ ସଂଘ ବନାମ୍ ଧର୍ମେନ୍ଦ୍ର ଛକାପଞ୍ଝାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ମୁକୁ ଭାଇ ଯେଉଁଠାରୁ ବି ଲଢ଼ିବେ, ଦଳ ବାହାର କଥା ଛାଡ଼ନ୍ତୁ, ଆଗ ତାଙ୍କ ଗୋଛି କାଟିବ ବିଜେପିର ସାଂଗଠନିକ ରିମୋର୍ଟ କଣ୍ଟ୍ରୋଲ ନିଜ ପାଖରେ ରଖିଥିବା ସ୍ୱୟଂ ସେବକ ସଂଘର ଏକ ପ୍ରଭାବଶାଳୀ ଗୋଷ୍ଠୀ । କେନ୍ଦ୍ର ମନ୍ତ୍ରୀ ତଥା ଏକଦା ରାଜ୍ୟ ବିଜେପିର ପୋଷ୍ଟର ବୟ ଗଣାହେଉଥିବା ଧର୍ମେନ୍ଦ୍ର ପ୍ରଧାନ ଓ ସଂଘ ମଧ୍ୟରେ ଚାଲିଥିବା ଛକାପଞ୍ଝା ଏବେ ଶିଖର ଛୁଇଁଥିବା ଖାସ୍ ପଦ୍ମ ଗାଡ଼ିଆର ଏକ ଭିତିରି ସୂତ୍ର କହୁଛି । …

ରାଜ୍ୟ ବିଜେପିରେ ଏବେ ସଂଘ ବନାମ୍ ଧର୍ମେନ୍ଦ୍ର ଛକାପଞ୍ଝାକୁ ନେଇ ଚର୍ଚ୍ଚା Read More »

ନାଁ ନନେଇ ଜୟ ନାରାୟଣଙ୍କୁ ସିଧା ଟାର୍ଗେଟ୍‌

ଅଞ୍ଚଳ ବାହାରର ନେତାଙ୍କୁ ଆଣି ସମ୍ବଲପୁର ରାଜନୀତି ରେ ଏଣ୍ଟ୍ରି କରିବାକୁ ଯୋଜନା କରିଛି ବିଜେପି । ଏଭଳି କହି ରାଜ୍ୟ ଗେରୁଆ ଦଳକୁ ସିଧା ଟାର୍ଗେଟ୍ କରିଛନ୍ତି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ୍ ପୂଜାରୀ । ସୂଚନା ଅନୁଯାୟୀ, ସମ୍ୱଲପୁର ସହରରେ ଅନୁଷ୍ଠିତ ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ରୋହିତ୍ ଜୟ ନାରାୟଣ ମିଶ୍ରଙ୍କ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ପ୍ରଶ୍ନ କରିଥିଲେ । ଏହାସହ ଆଗାମୀ ନିର୍ବାଚନରେ ସମ୍ବଲପୁରବାସୀଙ୍କଠାରୁ ବିଜେପିକୁ ଭୋଟ ମିଳିବନାହିଁ …

ନାଁ ନନେଇ ଜୟ ନାରାୟଣଙ୍କୁ ସିଧା ଟାର୍ଗେଟ୍‌ Read More »

ସମ୍ବଲପୁର ସାଂସଦଙ୍କ ଗୁମର ଖୋଲିଲେ ଦେବଗଡ଼ ବିଧାୟକ

ଏବେ ଦାଣ୍ଡରେ ଗଡ଼ି ହାଟରେ ପଡ଼ିଛି ରାଜ୍ୟ ପଦ୍ମ ପାର୍ଟିର ଭିତିରି କନ୍ଦଳ । ଚର୍ଚ୍ଚା ସୃଷ୍ଟି କରିଛି ବିଜେପି ସାଂସଦ ଓ ବିଧାୟକଙ୍କ ମଧ୍ୟରେ କଳି । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ବିରୋଧରେ ସଙ୍ଗିନ୍ ବୟାନବାଜି ରଖିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ କଳି ଯୋଗୁ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ତାଙ୍କ ନିର୍ବାଚନମଣ୍ଡଳୀରେ ନିଜ ଲୋକପ୍ରିୟତା ହରାଇଥିବା ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି । ଏପରିକି …

ସମ୍ବଲପୁର ସାଂସଦଙ୍କ ଗୁମର ଖୋଲିଲେ ଦେବଗଡ଼ ବିଧାୟକ Read More »

ନୀତିଶଙ୍କୁ ୨୪ରେ ଲାଗିବ ଝଟକା, ମିଳିବ ମାତ୍ର ୫ ଲୋକସଭା ଆସନ !

ବିହାର ଜାତି ଆଧାରରେ ଜନଗଣନା ରିପୋର୍ଟ୍ ଜାରି କରିଛି । ଏହି ରିପୋର୍ଟ୍ ଆଧାରରେ ବିହାର ଜନସଂଖ୍ୟାର ସିଂହଭାଗ ହେଉଛନ୍ତି ଓବିସି । ନୀତିଶ କୁମାର ଓ ଲାଲୁ ଯାଦବଙ୍କ ଆଶା ଯେ, ଜାତି ଆଧାରରେ ଜନଗଣନା ରିପୋର୍ଟର ଫାଇଦା ୨୦୨୪ ନିର୍ବାଚନରେ ମେଣ୍ଟକୁ ମିଳିବ । ମେଣ୍ଟର ଓବିସି କାର୍ଡ୍ ଆଗରେ ବିଜେପିର ସବୁ ଚାଲ ଫିକା ପଡିଯିବ । କିନ୍ତୁ ଜଣେ ଭୋଟ୍ ପଣ୍ଡିତଙ୍କ ଭବିଷ୍ୟତବାଣୀ ନୀତିଶଙ୍କ ଲାଗି ଝଟକା ଦେଇଛି । ଏହି …

ନୀତିଶଙ୍କୁ ୨୪ରେ ଲାଗିବ ଝଟକା, ମିଳିବ ମାତ୍ର ୫ ଲୋକସଭା ଆସନ ! Read More »

RSS
Follow by Email
Scroll to Top
Close Bitnami banner
Bitnami