political story

ରାହୁଲଙ୍କୁ କଟାକ୍ଷ କଲେ ଅଖିଳେଶ: କହିଲେ, ଏବେ ଏକ୍ସ-ରେ ନୁହେଁ ଏମଆରଆଇ, ସିଟି ସ୍କାନ ଦରକାର

ନୂଆଦିଲ୍ଲୀ: କଂଗ୍ରେସ ଓ ସପା ମଧ୍ୟରେ ଲାଗିଥିବା ବିବାଦ ଥମିବାର ନାଁ ନେଉନି । ଯାହା ଦ୍ୱାରା ଇଣ୍ଡିଆ ମେଣ୍ଟ ବି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । କଂଗ୍ରେସ କରିଥିବା ବିଶ୍ୱାସଘାତକତାକୁ ସପା ସହଜରେ ଗ୍ରହଣ କରିପାରୁନାହିଁ । ତେଣୁ ପଦାରେ ପଡିଛି ଇଣ୍ଡିଆ ମେଣ୍ଟର ଫାଟ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । କଂଗ୍ରେସ ପକ୍ଷରୁ ହେଉଥିବା ଜାତୀୟ …

ରାହୁଲଙ୍କୁ କଟାକ୍ଷ କଲେ ଅଖିଳେଶ: କହିଲେ, ଏବେ ଏକ୍ସ-ରେ ନୁହେଁ ଏମଆରଆଇ, ସିଟି ସ୍କାନ ଦରକାର Read More »

ବିମୁଦ୍ରୀକରଣକୁ ପୁରିଲା ୭ବର୍ଷ, କହିଲେ ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର

ନୂଆଦିଲ୍ଲୀ: ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଏହା ମାଧ୍ୟମରେ ରୋଜଗାର ନଷ୍ଟ ହୋଇଯାଇଛି ଏବଂ ଅସଂଗଠିତ ଅର୍ଥନୀତି ନଷ୍ଟ ହୋଇଯାଇଛି । ସେ ବିମୁଦ୍ରୀକରଣକୁ ଏକ ଅସ୍ତ୍ର ବୋଲି କହିଥିଲେ, ଯାହା ମାଧ୍ୟମରେ ମୋଦୀଙ୍କ ପରମ ମିତ୍ରଙ୍କ ବ୍ୟାଗ ଭରାଯାଇଥିଲା ଏବଂ ତାଙ୍କୁ ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି କରାଯାଇଥିଲା । ବିମୁଦ୍ରୀକରଣର ସାତ ବର୍ଷ ପୁରିଛି । ନଭେମ୍ବର ୮, ୨୦୧୬ ରେ ସରକାର ବିମୁଦ୍ରୀକରଣ …

ବିମୁଦ୍ରୀକରଣକୁ ପୁରିଲା ୭ବର୍ଷ, କହିଲେ ବିମୁଦ୍ରୀକରଣ ଏକ ସୁଚିନ୍ତିତ ଷଡଯନ୍ତ୍ର Read More »

ଲାଲୁଙ୍କ ଯୋଗୁଁ ଗିରଫ ହୋଇଥିଲେ ଆଡଭାନୀ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ନଭେମ୍ବର ୮ ତାରିଖରେ ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ । ରାଜନୀତିରେ ଲାଲ କୃଷ୍ଣ ଆଡଭାନୀ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ସେ ଅନେକ ସଂଘର୍ଷ କରିଛନ୍ତି । ଯେତେବେଳେ ଆଡଭାନୀଙ୍କ ବିଷୟରେ ଆଲୋଚନା କରାଯାଏ,ତାଙ୍କର ‘ରଥ ଯାତ୍ରା’ ସମୟର ଘଟଣା ନିଶ୍ଚୟ ଚର୍ଚ୍ଚାକୁ ଆସେ । ଏହି କାହାଣୀ ୧୯୯୦ ମସିହାର ଅଟେ । ଯେତେବେଳେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ବଢିବାରେ …

ଲାଲୁଙ୍କ ଯୋଗୁଁ ଗିରଫ ହୋଇଥିଲେ ଆଡଭାନୀ Read More »

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ରାଜସ୍ଥାନର ତିତର ସିଂ

ରାଜସ୍ଥାନ: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ୨୫ ନଭେମ୍ବରରେ ମତଦାନ ହେବ । ରାଜ୍ୟରେ ଏଭଳି ଅନେକ ସ୍ୱତନ୍ତ୍ର ଆସନ ଅଛି ଯେଉଁଥିରେ ଅନେକ ଭିଆଇପି ପ୍ରାର୍ଥୀ ଅଛନ୍ତି । କିନ୍ତୁ ଏହି ଭିଆଇପି ଆସନ ମଧ୍ୟରେ କରଣପୁର ବିଧାନସଭା ନିର୍ବାଚନମଣ୍ଡଳୀ ହଠାତ୍ ଲାଇମଲାଇଟକୁ ଆସିଛି । ଆଲୋଚନାର କାରଣ ହେଉଛି ଏଠାରୁ ପ୍ରାର୍ଥୀ ତିତର ସିଂ । ତିତର ସିଂନା ବିଜେପିର ପ୍ରାର୍ଥୀ ନା କଂଗ୍ରେସର ପ୍ରାର୍ଥୀ । ସେ ସ୍ୱାଧୀନ ଭାବରେ …

ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ରାଜସ୍ଥାନର ତିତର ସିଂ Read More »

ସନାତନ ଧର୍ମ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ: ପୁଣି ବିବାଦରେ ଛନ୍ଦି ହୋଇଛନ୍ତି ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ । ସେ ସନାତନ ଧର୍ମ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ । ଏହି ମନ୍ତବ୍ୟ ଉପରେ ଏକ ବିବୃତ୍ତି ଦେଇଛନ୍ତି । ଉଦୟନିଧି କହିଛନ୍ତି, ‘ମୁଁ ଯାହା କହିଥିଲି ସେଥିରେ କିଛି ଭୁଲ୍ ନ ଥିଲା । ମୁଁ ଆଇନଗତ ଭାବେ ଏହି ସମସ୍ୟାର ସମ୍ମୁଖୀନ ହେବି । ମୁଁ ମୋ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିବି ନାହିଁ । ମୁଁ …

ସନାତନ ଧର୍ମ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ Read More »

ବଂଶବାଦ ରାଜନୀତି କୁ ନେଇ ରାହୁଲ୍ ଙ୍କ ଟିପ୍ପଣୀ

ନୂଆଦିଲ୍ଲୀ: କଥା କଥା ରେ କଂଗ୍ରେସ କୁ ନେଇ ବଂଶବାଦ୍ ରାଜନୀତି ର କଥା କହୁଥିବା ଭାଜପା କୁ କଡା ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ । ସମ୍ପ୍ରତି ଦେଶରେ ବିଧାନସଭା ନିର୍ବାଚନ କୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଦୁଇ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ହାତ ଦଳ ବାଜି …

ବଂଶବାଦ ରାଜନୀତି କୁ ନେଇ ରାହୁଲ୍ ଙ୍କ ଟିପ୍ପଣୀ Read More »

RSS
Follow by Email
Scroll to Top
Close Bitnami banner
Bitnami