ଆପଣଙ୍କ EMI ବଢିଯିବ ସତ କିନ୍ତୁ ଦର କମିଲେ ପକେଟ୍ ଭରିବ
କିଛିଦିନ ଧରି ଚାପା ସ୍ୱରରେ ଏନେଇ ଆଲୋଚନା ହେଉଥିଲା । ରେପୋ ରେଟ୍ ବଢିବ ବୋଲି ଆଲୋଚନା ହେଉଥିଲା । ଆଉ ବୁଧବାର ଦିନ ଏହି ଆଶଙ୍କା ସତ ହୋଇଛି । ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ରେପୋ ରେଟରେ ୦.୪୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି । ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁ ହାରରେ ଆପଣଙ୍କ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କଠାରୁ ଟଙ୍କା ନେଇଥାଏ । କରୋନା ପରେ ରିଜର୍ଭ ବ୍ୟାଙ୍କ …