PM Modi

farm laws, repeal farm laws, modi govt, farmers protest, pagri sambhal jatta lehar, rising odisha

୧୧୫ ବର୍ଷ ଭିତରେ ୪ ଥର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି ଚାଷୀ

ଚାଷୀଙ୍କ ଆଗରେ କେନ୍ଦ୍ର ସରକାର ମୁଣ୍ଡ ନୁଆଁଇଛନ୍ତି । ବିରୋଧୀ କହୁଛନ୍ତି ଅହଙ୍କାରର ଅନ୍ତ ହୋଇଛି । ସୋସିଆଲ ମିଡିଆ କହୁଛି ଝୁକତି ହୈ ଦୁନିଆ ଝୁକାନେ ବାଲା ଚାହିଏ । ଉତ୍ତର ପ୍ରଦେଶ ଓ ପଂଜାବ ଭଳି ରାଜ୍ୟ ବିଧାନସଭା ନିର୍ବାଚନ ୨୦୨୪ ପୂର୍ବର ସେମିଫାଇନାଲ । ବିଜେପିକୁ ଯଦି ଲମ୍ବା ଇନିଂସ ଖେଳିବାର ଅଛି ତେବେ ଉତ୍ତର ଭାରତ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରୁଥିବା ଚାଷୀଙ୍କୁ ଶାନ୍ତ କରିବା ଗୈରିକ ଦଳର ପ୍ରଥମ …

୧୧୫ ବର୍ଷ ଭିତରେ ୪ ଥର ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛନ୍ତି ଚାଷୀ Read More »

rakesh jhunjhunwala, narendra modi, indian stock market investor, jhunjhunwala, rakesh jhunjhunwala met narendra modi, rising odisha

ଲୋଚାକୋଚା ସାର୍ଟ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ, ସ୍ତ୍ରୀଙ୍କ ଗହଣା ବିକ୍ରି କରି ନିବେଶ

ଗତ କିଛି ଦିନ ହେବ ରାକେଶ ଝୁନଝୁନୱାଲା ଚର୍ଚ୍ଚାରେ ଅଛନ୍ତି । କାରଣ ହେଉଛି ଅକ୍ଟୋବର ୫ ତାରିଖର ଏକ ଚିତ୍ର । ଏହି ଚିତ୍ରରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋଚାକୋଚା ସାର୍ଟ୍ ପିନ୍ଧି ଛିଡା ହୋଇଛନ୍ତି । ଦ୍ୱିତୀୟ କାରଣ ହେଉଛି ତାଙ୍କର ନୂଆ ଏୟାର ଲାଇନ୍ସକୁ ଭାରତ ସରକାରଙ୍କ ନୋ ଅବଜେକ୍ସନ ସାର୍ଟିଫିକେଟ୍ ମିଳିଛି । ରାକେଶ ଝୁନଝୁନୱାଲାଙ୍କୁ ଭାରତୀୟ ଷ୍ଟକ ମାର୍କେଟର ବିଗ୍ ବୁଲ୍ ବୋଲି କୁହାଯାଏ । ୧୯୮୫ ମସିହାରେ ସେ …

ଲୋଚାକୋଚା ସାର୍ଟ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ, ସ୍ତ୍ରୀଙ୍କ ଗହଣା ବିକ୍ରି କରି ନିବେଶ Read More »

subhransu roy, mukul roy son, subhranshu roy facebook post, reverse migration of bjp leaders

ମୋଦିଙ୍କ କଥା ମାନି ମୁକୁଲ ରହିଯିବେ କିନ୍ତୁ ଶୁଭ୍ରାଂଶୁ ବିଜେପିରେ ରହିବେ କି ?

ପଶ୍ଚିମବଙ୍ଗ ବିଜେପିରେ ଏବେ ରିଭର୍ସ ମାଇଗ୍ରେସନର ପଦଧ୍ୱନୀ ଶୁଣିବାକୁ ମିଳୁଛି । କୁହାଯାଉଛି ୩୩ ଜଣ ବିଜେପି ବିଧାୟକ ଓ ତୃଣମୂଳରୁ ଆସି ଟିକେଟ୍ ନପାଇଥିବା ଆଉ କିଛି ନେତା ପୁଣି ପୁରୁଣା ଘରକୁ ଫେରିବେ । ଅପେକ୍ଷା କେବଳେ ଦିଦିଙ୍କ ସବୁଜ ସଂକେତକୁ । ତୃଣମୂଳକୁ ଫେରିବାକୁ ଅପେକ୍ଷା କରି ବସିଥିବା ନେତାଙ୍କ ତାଲିକାରେ ଅଛି ବିଜେପି ରାଷ୍ଟ୍ରୀୟ ଉପ ସଭାପତି ମୁକୁଲ ରାୟଙ୍କ ପୁଅ ଶୁଭ୍ରାଂଶୁ ରାୟଙ୍କ ନାମ । ପ୍ରଥମେ ଶୁଭ୍ରାଂଶୁଙ୍କ ଫେସବୁକ୍ …

ମୋଦିଙ୍କ କଥା ମାନି ମୁକୁଲ ରହିଯିବେ କିନ୍ତୁ ଶୁଭ୍ରାଂଶୁ ବିଜେପିରେ ରହିବେ କି ? Read More »

RSS
Follow by Email
Scroll to Top
Close Bitnami banner
Bitnami