pabitra kumar sahu, teacher, g.udaygiri, kandhamal district, nursery trees, free distribution saplings, planting trees, natures lover, odisha, rising odisha

ପ୍ରକୃତି ପ୍ରେମରେ ଶିକ୍ଷକ

ଧାଡି ଧାଡ଼ି ଭଳିକି ଭଳି ଫୁଲ, ଫଳ ସହିତ, ଔଷଧୀୟ ଗଛ ଲାଗିଛି । ଚାରା ବି ପଡ଼ିଛି । ଆଉ ଗଛ ପାଖରେ ଗଛର ନାମ ଫଳକ ଲାଗିଛି । ଫୁଲ ଫଳ ଔଷଧିୟ ବାସ୍ନାରେ ପେଟ ପୂରିଯାଉଛି । ଫଳ ଗଛରେ ଡାଳିମ୍ବ, ଲିଚୁ, ପିଜୁଳି, ଆମ୍ବ, ଆତ, ଲେମ୍ବୁ, କଦଳୀ, କମଳା ରହିଥିବାବେଳେ ଫୁଲ ଗଛରେ ବିଭିନ୍ନ ରଙ୍ଗର ଗୋଲାପ, ମନ୍ଦାର, ଜର୍ବେରା, ଚାଇନା ଟଗର, ଇକଜୋରା ରହିଛି । ସେମିତି ଔଷଧୀୟ …

ପ୍ରକୃତି ପ୍ରେମରେ ଶିକ୍ଷକ Read More »