୩.୨ ଲକ୍ଷ ଟଙ୍କା ଚୋବାଇ ପକାଇଲା ପୋଷା କୁକୁର

ନୂଆଦିଲ୍ଲୀ: ଆମେରିକୀୟ ପ୍ରଦେଶ ପେନ୍‌ସିଲ୍ ଭେନିଆରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପୋଷା କୁକୁର ନଗଦ ୪,୦୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୩.୨ ଲକ୍ଷ ଟଙ୍କା ଚୋବାଇ ପକାଇଛି । ଫଳେ ଉକ୍ତ ନୋଟ୍‌ଗୁଡ଼ିକ ନଷ୍ଟ ହୋଇଯାଇଛି । କୁକୁର ଏପରି ହରକତ ଦେଖି ମାଲିକ ପୁରା ଭାଙ୍ଗି ପଡ଼ିଛନ୍ତି । ମିଳିଲା ନାହିଁ ୪୫୦ ଡଲାର ଆମେରିକୀୟ ପ୍ରଦେଶ ପେନ୍‌ସିଲ୍ ଭେନିଆରେ ରୁହନ୍ତି କ୍ଲେଟନ୍ ଓ ତାଙ୍କ ସ୍ତ୍ରୀ କ୍ୟାରି …

୩.୨ ଲକ୍ଷ ଟଙ୍କା ଚୋବାଇ ପକାଇଲା ପୋଷା କୁକୁର Read More »