ପୁଅଝିଅଙ୍କୁ ନୋମିନି କରିପାରିବେ ମହିଳା କର୍ମଚାରୀ

ନୂଆଦିଲ୍ଲୀ : ଏଣିକି ପୁଅଝିଅ ମାଆଙ୍କ ପେନସନରେ ନୋମିନି ହୋଇପାରିବେ । ପରିବାର ପେନ୍‌ସନ ପାଇଁ ଜଣେ ମହିଳା କର୍ମଚାରୀ ତାଙ୍କ ସ୍ୱାମୀଙ୍କ ପରିବର୍ତ୍ତେ ଝିଅ କିମ୍ବା ପୁଅଙ୍କୁ ନୋମିନି କରିପାରିବେ । କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି, ଯାହାର ସୁଦୂରପ୍ରସାରୀ ସାମାଜିକ-ଅର୍ଥନୈତିକ ପ୍ରଭାବ ରହିବ ବୋଲି ପ୍ରକାଶିତ ସରକାରୀ ବିବୃତିରେ କୁହାଯାଇଛି । ପୂର୍ବରୁ ଜୀବନସାଥୀ ପାଉଥିଲେ ପେନସନ ପୂର୍ବରୁ ପରିବାର ପେନସନ ମୃତ ସରକାରୀ କର୍ମଚାରୀ ବା ପେନ୍‌ସନଭୋଗୀଙ୍କ ଜୀବନସାଥୀଙ୍କୁ ମିଳୁଥିଲା । …

ପୁଅଝିଅଙ୍କୁ ନୋମିନି କରିପାରିବେ ମହିଳା କର୍ମଚାରୀ Read More »