୨୯ ଫେବୃଆରୀ ପରେ ବନ୍ଦ ହୋଇଯିବ ପେଟିଏମ
ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପେଟିଏମ ବ୍ୟବହାରକାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି । ବହୁ ସଂଖ୍ୟକ ଉପଭୋକ୍ତା ଅନ୍ୟ ଅନଲାଇନ ପେମେଣ୍ଟ ଆପସ୍କୁ ଯାଉଛନ୍ତି । ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ଏକ ନିର୍ଦ୍ଦେଶ ଜାରି କରି ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲା । ଗୋଟିଏ ପଟେ ପେଟିଏମ ପେମେଣ୍ଟ ବ୍ୟାଙ୍କର ସମସ୍ତ ସେବା ମାର୍ଚ୍ଚ ୧ରୁ ନିଷେଧ କରାଯାଇଛି । ଅଳ୍ପ ସଂଖ୍ୟକ ପେଟିଏମ ବ୍ୟବହାରକାରୀ ପ୍ରଭାବିତ …