ଯୋଗ ଶିବିର ପାଇଁ ପତଞ୍ଜଳିକୁ ଦେବାକୁ ପଡିବ ସେବା ଟିକସ

ନୂଆଦିଲ୍ଲୀ: ଯୋଗ ଗୁରୁ ସ୍ୱାମୀ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ପୁଣି ଏକ ବଡ଼ ଝଟକା ଲାଗିଛି । କାରଣ ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ । ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ୱଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଟ୍ରିବ୍ୟୁନାଲର ନିଷ୍ପତ୍ତ ି ଅନୁଯାୟୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ‘ପତଞ୍ଜଳି …

 ଯୋଗ ଶିବିର ପାଇଁ ପତଞ୍ଜଳିକୁ ଦେବାକୁ ପଡିବ ସେବା ଟିକସ Read More »