Parliament Attack

ସଂସଦରେ ଆତଙ୍କ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ସଂସଦରେ ଆତଙ୍କ ସୃଷ୍ଟି କରିବା ମାମଲାର ମାଷ୍ଟର ମାଇଣ୍ଡ ଗିରଫ । ଦିଲ୍ଲୀ ପୋଲିସ ଲଳିତ ଝାକୁ ଦିଲ୍ଲୀରୁ ଗିରଫ କରିଛି । ଲଲିତ ଝା ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ଦୁଇ ଜଣ ଯୁବକ ଲୋକସଭା ଭିତରେ ଗଣ୍ଡଗୋଳ ସୃଷ୍ଟି କରିବା ସହ ରଙ୍ଗିନ ଧୂଆଁ ସ୍ପ୍ରେ ଛାଡ଼ୁଥିବା ଦେଖିବାକୁ ମିଳିଥିଲା । ସଂସଦର ଲୋକସଭାରେ ପ୍ରବେଶ କରିବା ଏବଂ ଏକ ଧୂଆଁ ସ୍ପ୍ରେ କରିବା ଲଲିତ ଝାଙ୍କ ଷଡଯନ୍ତ୍ର ଥିଲା । …

ସଂସଦରେ ଆତଙ୍କ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ Read More »

ମୋ ପୁଅ ଦୋଷ କରିଥିଲେ ଫାଶୀ ଦେଇଦିଅ: ଏମିତି କହିଲେ ଅନୁପ୍ରବେଶକାରୀଙ୍କ ବାପା

ନୂଆଦିଲ୍ଲୀ: ଯଦି ମୋ ପୁଅ କିଛି ଭୁଲ କରିଛି ତେବେ ତାଙ୍କୁ ଫାଶୀ ଦିଆଯିବା ଉଚିତ୍ । ଏଥିରେ ମୋର କୌଣସି ଆପତ୍ତି ନାହିଁ । ଏମିତି କିଛି କହିଛନ୍ତି ସଂସଦ ଭିତରେ ପଶି ଧୂଆଁ ସ୍ପ୍ରେ କରିଥିବା ଅଭିଯୁକ୍ତ ମନୋରଞ୍ଜନ ଗୌଡ଼ାଙ୍କ ବାପା ଦେବରାଜ ଗୌଡା । ବୁଧବାର ଲୋକସଭା ଚାଲିଥିବା ବେଳେ ଦୁଇ ଜଣ ବ୍ୟକ୍ତି ଭିଜିଟର୍ସ ଗ୍ୟାଲେରିକୁ ଡେଇଁ ଧୂଆଁ ସ୍ପ୍ରେ କରିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଚିନ୍ତା …

ମୋ ପୁଅ ଦୋଷ କରିଥିଲେ ଫାଶୀ ଦେଇଦିଅ: ଏମିତି କହିଲେ ଅନୁପ୍ରବେଶକାରୀଙ୍କ ବାପା Read More »

ଆଉ ସାଧାରଣ ଲୋକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍‌

ନୂଆଦିଲ୍ଲୀ: ଆଉ ସାଧାରଣ ଲୋକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍ । ବିମାନ ବନ୍ଦର ପରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ସବୁଦିନ ପାଇଁ ପରିଦର୍ଶକଙ୍କ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର । ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ । ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରାଳାୟକୁ ଏକ ଚିଠି ଲେଖି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ପରିଦର୍ଶକଙ୍କୁ …

ଆଉ ସାଧାରଣ ଲୋକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍‌ Read More »

ସଂସଦ ଆକ୍ରମଣକୁ ପୁରିଲା ୨୨ ବର୍ଷ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା

ନୂଆଦିଲ୍ଲୀ: ସଂସଦରେ ଆତଙ୍କୀ ହାମଲାକୁ ୨୨ ବର୍ଷ ପୁରିଛି । ହେଲେ ଆଜି ବି ମନରୁ ଲିଭିନି ସେହି ଭୟଙ୍କର ଦୃଶ୍ୟ । ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ମନେ ପକାଉଛି ଦେଶ ।ଯେଉଁଥିରେ ୯ଜଣ ଯବାନ ଶହୀଦ ହୋଇଥିଲେ । ଦେଶର ସବୁଠୁ ସୁରକ୍ଷିତ ସ୍ଥାନ ପାର୍ଲାମେଣ୍ଟ ପରିସରରେ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ଆତଙ୍କବାଦୀ । ହେଲେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇଥିଲେ ସୁରକ୍ଷାକର୍ମୀ । ତେବେ …

ସଂସଦ ଆକ୍ରମଣକୁ ପୁରିଲା ୨୨ ବର୍ଷ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା Read More »

RSS
Follow by Email
Scroll to Top
Close Bitnami banner
Bitnami