ପ୍ରଥମ କରୱାଚୌଥ ପାଳିଲେ ପରିଣୀତି-ରାଘବ
ମୁମ୍ବାଇ: ‘କରୱା ଚୌଥ’ ପାଳନ କଲେ ବଲିଉଡର ନବ ବିବାହିତ ଯୋଡ଼ି ପରିଣୀତି ଚୋପ୍ରା-ରାଘବ ଚଢା । ବିବାହ ପରେ ପରିଣୀତି ଓ ରାଘବଙ୍କ ପ୍ରଥମ କରୱା ଚୌଥ ହୋଇଥିବାରୁ ଧୁମ୍ଧାମ୍ରେ ପାଳନ କରିଛନ୍ତି । ବେଶ ରୋମାଣ୍ଟିକ ହୋଇ ସେମାନେ ବ୍ରତର ସମସ୍ତ ନିୟମ ପାଳନ କରିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ରୋମାଣ୍ଟିକ ହୋଇ ବ୍ରତର ନିୟମ କଲେ …