panjshir valley

panjshir valley, national resistance force, NRF, india air base in tajikistan, tajikistan farkhor air base, ahmad shah masood, India help panjshir fighters, prime minister modi, rising odisha

ତାଜିକସ୍ତାନରେ ଅଛି ଭାରତର ବାୟୁସେନା ଘାଟି, ସେଠାରୁ ତାଲିବାନ ଉପରେ କରିବ କି ଆକ୍ରମଣ ?

ପଂଜଶୀର ଦଖଲ ପାଇଁ ତାଲିବାନକୁ ପାକିସ୍ତାନୀ ବାୟୁସେନା ସାହାଯ୍ୟ କରୁଛି । ରବିବାର ଦିନ ପଂଜଶୀର ଘାଟି ଉପରେ ପାକ୍ ଡ୍ରୋନ୍ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି । ଏହା ଭିତରେ ପଂଜଶୀରରେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଥିବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ-NRFକୁ ଭାରତ ସାହାଯ୍ୟ କରୁ ବୋଲି ଦେଶ ଭିତରୁ ଦାବି ଉଠିଲାଣି । ତାଜିକସ୍ତାନରେ ଭାରତୀୟ ବାୟୁସେନା ଘାଟି ଥିବାରୁ ସେଠାରୁ ତାଲିବାନ ଆଡ୍ଡା ଉପରେ ଆକ୍ରମଣ କରିବାକୁ ସ୍ୱର ଉଠୁଛି । ଏଭଳି …

ତାଜିକସ୍ତାନରେ ଅଛି ଭାରତର ବାୟୁସେନା ଘାଟି, ସେଠାରୁ ତାଲିବାନ ଉପରେ କରିବ କି ଆକ୍ରମଣ ? Read More »

natiq malikzada, afghan journalist, afghanistan, panjshir valley, death valley, rising odisha

ପଂଜଶୀରର ଦ୍ୱାରଦେଶରେ ପହଞ୍ଚିଛି ତାଲିବାନ,‘ମୃତ୍ୟୁ ଉପତ୍ୟକା’ରେ ଯୁଦ୍ଧ ଏବେବି ବାକି

ତାଲିବାନ କହୁଛି ପଂଜଶୀର ଉପରେ ଏହାର କବଜା ହୋଇ ସାରିଛି । ନର୍ଦ୍ଦର୍ଣ୍ଣ ଆଲାଏନ୍ସ ବା ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସ କହୁଛି ତାଲିବାନ ମିଛ କହୁଛି । ପଂଜଶୀର ଏବେ ମଧ୍ୟ ସେମାନଙ୍କ କବଜାରେ ଅଛି । ତେବେ ସତ କ’ଣ ତାହାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଆଫଗାନୀ ସାମ୍ବାଦିକ ନତିକ ମଲିକଜାଦାଙ୍କ ଅନୁସାରେ ତାଲିବାନର ପଂଜଶୀର ଅଧିକାର ଦାବି ମିଛ । ତାଲିବାନର ଏହା କେବଳ ପ୍ରଚାର । ତାଙ୍କ …

ପଂଜଶୀରର ଦ୍ୱାରଦେଶରେ ପହଞ୍ଚିଛି ତାଲିବାନ,‘ମୃତ୍ୟୁ ଉପତ୍ୟକା’ରେ ଯୁଦ୍ଧ ଏବେବି ବାକି Read More »

americas longest war, US army left afghanistan, 21 years in afghanistan, afghanistan taliban war, china's gameplan, rising odisha

ଆମେରିକା ଲଢିଲା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କିନ୍ତୁ ବିଜୟୀ ହେଲା ଚୀନ୍ !

କାବୁଲ ବିମାନ ବନ୍ଦର ଏବେ ତାଲିବାନ କବଜାରେ । ଏହା ସହିତ ପୂରା ଆଫଗାନିସ୍ତାନ (ପଂଜଶୀରକୁ ଛାଡି) ଏବେ ତାଲିବା ଅଧିକାରରେ । ଆମେରିକା ବିଶ୍ୱ ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ ଲଢିଲା ସତ କିନ୍ତୁ ଶେଷରେ ତାକୁ ପରାଜୟ ମିଳିଛି । ତାଲିବାନ କହୁଛି ଏହି ଲମ୍ବା ଯୁଦ୍ଧରେ ସେମାନେ ବିଶ୍ୱ ମହାଶକ୍ତିକୁ ପରାସ୍ତ କରିଛନ୍ତି । କିନ୍ତୁ ବାସ୍ତବତା ଆଉ କିଛି । ବାସ୍ତବତା ହେଉଛି ଏହି ଯୁଦ୍ଧରେ ଆମେରିକା ହାରିଛି କିନ୍ତୁ ତାଲିବାନ …

ଆମେରିକା ଲଢିଲା ଇତିହାସର ସବୁଠାରୁ ଲମ୍ବା ଯୁଦ୍ଧ କିନ୍ତୁ ବିଜୟୀ ହେଲା ଚୀନ୍ ! Read More »

khorasan, khurasan, islamic state khorasan, iskp, iran, taliban afghanistan war, what is khorasan, islamic state, syria and iraq, rising odisha

ଖୋରାସାନ ଅଞ୍ଚଳ କେଉଁଠି ଅଛି ଯାହାକୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ନିଜ ନାଁ ସହିତ ଯୋଡିଛି ?

ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ସହିତ ଦୋମୁହାଁ ଚ୍ୟାଲେଂଜର ସମ୍ସୁଖୀନ ହୋଇଛି । ଗୋଟିଏ ପଟେ ଅଛି ପଞ୍ଜଶୀର ଓ ଅନ୍ୟ ପଟେ ଅଛି ଇସଲାମିକ୍ ଷ୍ଟେଟ୍ । ଇସଲାମିକ ଷ୍ଟେଟ୍ ଖୋରାସାନ କାବୁଲରେ ୪ ଦିନ ଭିତରେ ଦୁଇ ଦୁଇଥର ଆକ୍ରମଣ କରି ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ଶାସନ କରିବା ଏତେ ସହଜ ନୁହେଁ । ପ୍ରଥମ ଆକ୍ରମଣର ତିନି ଦିନ ପରେ ରବିବାର ଦିନ ଇସଲାମିକ ଷ୍ଟେଟ୍ କାବୁଲ ବିମାନ ବନ୍ଦର …

ଖୋରାସାନ ଅଞ୍ଚଳ କେଉଁଠି ଅଛି ଯାହାକୁ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ୍ ନିଜ ନାଁ ସହିତ ଯୋଡିଛି ? Read More »

kabul rescue, indian nationals, India, tajikistan, northern alliance, indian aircraft, rising odisha

ଦେଶ ବାହାରେ ଥିବା ଭାରତର ସେଇ ବିମାନ ଘାଟି ଯାହା ତାଲିବାନକୁ ଡରାଉଛି..

ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ନିଜ ଦେଶ ସୀମା ବାଦ ମଧ୍ୟ ଅନ୍ୟଦେଶରେ ସାମରିକ ଘାଟି ତିଆରି କରିଥାନ୍ତି । ଯାହାର ଏକମାତ୍ର ରଣନୈତିକ ଉଦ୍ଦେଷ୍ୟ ହେଉଛି ଯୁଦ୍ଧ ଭଳି ପରିସ୍ଥିତିରେ ସେହି ସାମରିକ ଘାଟିକୁ ନିଜ ସୁରକ୍ଷା ପାଇଁ ବ୍ୟବହାର କରିବା । ଆମେରିକାର ସାନ ଡିଆଗୋଠାରୁ କତାର ପର୍ଯ୍ୟନ୍ତ ସାମରିକ ଘାଟି ରହିଛି । ସେହିଭଳି ଜାପାନରେ ମଧ୍ୟ ଆମେରିକାର ସାମରିକ ଘାଟି ରହିଛି । ଏହି ସବୁ ଘାଟି ଦ୍ୱାରା ଆମେରିକା ଚୀନ ଭଳି …

ଦେଶ ବାହାରେ ଥିବା ଭାରତର ସେଇ ବିମାନ ଘାଟି ଯାହା ତାଲିବାନକୁ ଡରାଉଛି.. Read More »

afghanistan taliban war, afghanistan warlords, warlords of afghanistan, abdur rashid dostum, atta mohammad noor, amrullah saleh, salima mazari, rising odisha

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’ କେତେବେଳେ ସୋଭିଏତ ରୁଷର ହସ୍ତକ୍ଷେପରେ ସରକାର ଯାଇଛନ୍ତି । ୧୯୯୦ ଦଶକରେ କମ୍ୟୁନିଷ୍ଟ ସରକାରର ପତନ ପରେ ମୁଜାହିଦ୍ଦିନ କ୍ଷମତାକୁ ଆସିଲେ କିନ୍ତୁ …

ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ? Read More »

RSS
Follow by Email
Scroll to Top
Close Bitnami banner
Bitnami