ପାକିସ୍ତାନରେ ମାତିଛି ଅଜ୍ଞାତ ଆତତାୟୀ , ଆତଙ୍କରେ ଆତଙ୍କର ଦେଶ

ପାକିସ୍ତାନରେ ଅଜ୍ଞାତ ଆତତାୟୀ ପୁଣି ଦେଖାଇଛି କାରନାମା । ଏଥର ଅଜ୍ଞାତ ଆତତାୟୀର ଶିକାର ହୋଇଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ମାଷ୍ଟରାମାଇଣ୍ଡ୍ ଜୈଶ ଏ ମହମ୍ମଦର ମୌଲାନ ରହୀମୁଲ୍ଲା ତାରିକ । ତାରିକକୁ କରାଚିରେ ହତ୍ୟା କରାଯାଇଛି । ଜନଗହଳି ପୂର୍ଣ୍ଣ ଅଂଚଳରେ ତାରିକ ଉପରେ ହୋଇଥିବା ଆକ୍ରମଣ ପରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୋଟିଏ ସପ୍ତାହ ମଧ୍ୟରେ ପାକ୍ ଆତଙ୍କବାଦୀଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ । ଏହାପୂର୍ବରୁ ଲଶ୍କର-ଏ-ତାଇବା ଆତଙ୍କବାଦୀ …

ପାକିସ୍ତାନରେ ମାତିଛି ଅଜ୍ଞାତ ଆତତାୟୀ , ଆତଙ୍କରେ ଆତଙ୍କର ଦେଶ Read More »