ପାକିସ୍ତାନରେ ଔରଙ୍ଗଜେବ୍ ହିରୋ,ଆକବର ଭିଲେନ୍
ସିବିଏସଇ ପାଠ୍ଯକ୍ରମରୁ ମୋଗଲ ଅଧ୍ୟାୟ ବାଦ ଦେବା ନିଷ୍ପତିକୁ ନେଇ ଭାରତରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଉଛି। କିଛି ଏହାକୁ ଶିକ୍ଷାର ଗୈରିକୀକରଣ କହୁଥିବା ବେଳେ କିଛି ଏହାକୁ ସମର୍ଥନ କରୁଛନ୍ତି। ସମର୍ଥକଙ୍କ ଯୁକ୍ତି ହେଉଛି ଯେ, ଏହା ଦ୍ୱାରା ଭାରତ ଇତିହାସକୁ ଯେଉଁଭଳି ମୋଗଲ ସର୍ବସ୍ୱ କରିଦିଆଯାଇଥିଲା ତାର ଶୁଦ୍ଧିକରଣ ହୋଇଛି। ତେବେ ପାକିସ୍ତାନରେ ମୋଗଲ ଇତିହାସକୁ କେମିତି ଦେଖାଯାଏ। ଏକ ଇସଲାମିକ ରାଷ୍ଟ୍ର ଭାବେ ପାକିସ୍ତାନର ପାଠ୍ୟକ୍ରମରେ ମୋଗଲ କାଳ ଓ ଏହାର ଶାସକ …