pakistan latest news

imran khan pakistan news update, imran khan news update, zulfikar bhutto death reason, odia blog, rising odisha

ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କ ଭଳି ଫାଶୀ ଖୁଣ୍ଟରେ ଝୁଲିବେ ଇମ୍ରାନ୍ !

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତହରିକ୍ ଏ ଇନସାଫ୍ ପାର୍ଟିର ମୁଖ୍ୟ ଇମ୍ରାନ୍ ଖାନଙ୍କ ସମସ୍ୟା ବଢି଼ବାର ଲାଗିଛି। ଜଣକ ପରେ ଜଣେ ତାଙ୍କ ଦଳର ବଡ଼ ନେତା ତାଙ୍କୁ ଅଲବିଦା କହିବାରେ ଲାଗିଛନ୍ତି। ଆଉ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସହିତ ଅଛନ୍ତି ସାହବାଜ ସରିଫ ସରକାର ସେମାନଙ୍କୁ ବିଭିନ୍ନ ମାମଲାରେ ଗିରଫ କରିବାରେ ଲାଗିଛି। ଏହା ଭିତରେ ବେଲୁଚିସ୍ତାନରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖି ଆଶଙ୍କା କରାଯାଉଛି ଯେ, ଇମ୍ରାନଙ୍କ ଅବସ୍ଥା …

ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କ ଭଳି ଫାଶୀ ଖୁଣ୍ଟରେ ଝୁଲିବେ ଇମ୍ରାନ୍ ! Read More »

pakistan army on imran khan, pakistan army reaction on imran khan, pakistan china friendship reaction, odia blog, rising odisha

ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପୁରସ୍କାର ଦେବ ଚୀନ

ପାକିସ୍ତାନରେ ଇମ୍ରାନ ଖାନଙ୍କ ସମର୍ଥକଙ୍କ ହିଂସା ବିରୋଧରେ ସେନା କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସେନା ମାଡ଼ ଛାନିଆରେ ଇମ୍ରାନଙ୍କ ଦଳର ବଡ଼ବଡ଼ ନେତା ଇସ୍ତଫା ଉପରେ ଇସ୍ତଫା ଦେବାରେ ଲାଗିଛନ୍ତି। ଦଳ ଛାଡ଼ ନହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ,ସେନାର ଧମକ ନେତାଙ୍କୁ ଏମିତି ଡରାଇଛି ଯେ, କିଏ ଦଳ ଛାଡ଼ୁଛି ତ କିଏ ରାଜନୀତିକୁ ତୋବାତୋବା କହିଲାଣି। ଏହାରି ଭିତରେ ଇମ୍ରାନ୍ ଟ୍ୱିଟ୍ କରିଛନ୍ତି ଯେ, ପାକିସ୍ତାନରେ ଜବରଦସ୍ତିଆ ବିବାହ କଥା ଶୁଣିଥିଲି ଏବେ …

ଇମ୍ରାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପୁରସ୍କାର ଦେବ ଚୀନ Read More »

pakistan ex pm arrested, pakistan nuclear weapons news,pakistani violence today, odia blog, rising odisha

ପାକିସ୍ତାନର ଗୃହଯୁଦ୍ଧ ପରିସ୍ଥିତି,କେତେ ସୁରକ୍ଷିତ ପରମାଣୁ ଅସ୍ତ୍ର?

ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଗିରଫଦାରୀର ଦିନକ ପରେ ଇମ୍ରାନ ଅଦାଲତରେ ତାଙ୍କୁ ବିଷ ଇଂଜକସନ ଦେଇ ହତ୍ୟା କରାଯାଇପାରେ ବୋଲି ଦାବି କରିଥିବା ବେଳେ ଦେଶର ସବୁରାଜ୍ୟରେ ହିଂସା ଥମିବାର ନାମ ନେଉନାହିଁ। ଇମ୍ରାନଙ୍କ ଦଳ ଦେଶବ୍ୟାପି ବିକ୍ଷୋଭକୁ ଅଧିକ ଜୋରଦାର କରିବାକୁ ଧମକ ଦେଇଛି। ଏହା ଭିତରେ ଇମ୍ରାନଙ୍କ ସମର୍ଥକ ସେନା ହେଡକ୍ୱାର୍ଟରଠାରୁ ସେନା ଅଧିକାରୀଙ୍କ ଘର ଟାର୍ଗେଟ୍ କରିବାରେ ଲାଗିଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, …

ପାକିସ୍ତାନର ଗୃହଯୁଦ୍ଧ ପରିସ୍ଥିତି,କେତେ ସୁରକ୍ଷିତ ପରମାଣୁ ଅସ୍ତ୍ର? Read More »

pakistani islamic status, pakistani islamic, pakistan latest news, odia blog, rising odisha

ପାକିସ୍ତାନକୁ ଇସଲାମର କ୍ୟାନସର କହିଲା ଇସଲାମିକ୍ ଷ୍ଟେଟ୍

ଇସଲାମର ବଡ଼ ଠିକାଦାର କିଏ ? କିଏ ଇସଲାମିକ ଶାସନର ଅସଲ ପ୍ରତିନିଧିତ୍ୱ କରୁଛି ? ଏହାକୁ ନେଇ ଇସଲାମିକ୍ ଷ୍ଟେଟ୍ ଓ ପାକିସ୍ତାନର ଇସଲାମିକ ସରକାର ମଧ୍ୟରେ ଆଗକୁ ବଡ଼ ଧରଣର ସଂଘର୍ଷ ହେବାକୁ ଯାଉଛି । ଯାହାର ଉଦାହରଣ ହେଉଛି ଯେ,ଇସଲାମିକ ଷ୍ଟେଟ୍ –ଖୁରସାନ୍ ବା ଆଇଏସ-କେ’ ପାକିସ୍ତାନକୁ ଇସଲାମର କ୍ୟାନସର ବୋଲି କହିଛି । ଏମିତିରେ ଇସଲାମିକ ଷ୍ଟେଟ୍ ଅନୁସାରେ ପାକିସ୍ତାନରେ ଚାଲିଥିବା ଶାସନ ସଂପୂର୍ଣ୍ଣ ଭାବେ ଇସଲାମିକ୍ ନୁହେଁ । ଏବେ …

ପାକିସ୍ତାନକୁ ଇସଲାମର କ୍ୟାନସର କହିଲା ଇସଲାମିକ୍ ଷ୍ଟେଟ୍ Read More »

RSS
Follow by Email
Scroll to Top
Close Bitnami banner
Bitnami