pakistan international airlines

କାନାଡ଼ା ପହଞ୍ଚିବା ପରେ ୯ ଏୟାରହୋଷ୍ଟେସ୍ ଗାଏବ

ଇସଲାମାବାଦ: ପାକିସ୍ତାନର ରାଷ୍ଟ୍ରାୟତ୍ତ ବିମାନ କମ୍ପାନି ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’କୁ ନେଇ କେତେକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ବର୍ଷକ ମଧ୍ୟରେ ୯ ଜଣ ଏୟାରହୋଷ୍ଟେସ୍ ‘ଥାଙ୍କ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ିଥିବା ଜଣାପଡ଼ିଛି । ଏହି ବିମାନ ପରିଚାରିକାମାନେ କାନାଡ଼ାରେ ନିଯୁକ୍ତି ପାଇଥିବା ଏବଂ ସେଠାରେ ସ୍ଥାୟୀ ଭାବେ ରହିବାକୁ ନିବେଦନ କରିଥିବା କୁହାଯାଇଛି । ନିକଟରେ ପାକ୍ ଏୟାରଲାଇନ୍ସର ଏଭଳି ଜଣେ ଏୟାରହୋଷ୍ଟେସ ନିଖୋଜ ହେବାପରେ ଏହି ଘଟଣା ସଂପର୍କରେ ଅନେକ …

କାନାଡ଼ା ପହଞ୍ଚିବା ପରେ ୯ ଏୟାରହୋଷ୍ଟେସ୍ ଗାଏବ Read More »

pakistan international airlines, rising odisha, pakistan economic crisis, pakistan crisis, pakistan pm shehbaz sharif

ତେଲ ପକାଇବାକୁ ଟଙ୍କା ନାହିଁ, କାଙ୍ଗାଳ ପାକିସ୍ତାନର ଜାତୀୟ ଏୟାରଲାଇନ୍ସ ସଂକଟରେ

ତେଲ ଟଙ୍କା ଦିଅ, ବିମାନ ନିଅ ସାଉଦି ଆରବରେ ପାକିସ୍ତାନର ଜାତୀୟ ଏୟାର ଲାଇନ୍ସର ବିମାନ ଅଟକି ରହିଛି । ଅଟକି ରହିଛି ମାନେ ବିମାନ ଖରାପ ହୋଇନି କିମ୍ବା ଅନ୍ୟକୌଣସି ବୈଶୟିକ ଅସୁବିଧା ନାହିଁ । ସତ ହେଉଛି ବିମାନକୁ ସାଉଦି ଆରବ ଅଟକ ରଖିଛି । ସେହିଭଳି ୟୁଏଇ ବା ୟୁନାଇଟେଡ୍ ଆରବ ଏମିରଟରେ ମଧ୍ଯ ପାକ୍ ବିମାନ ଅଟକି ରହିଛି । ଏବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ କ’ଣ ପାଇଁ ଏହି …

ତେଲ ପକାଇବାକୁ ଟଙ୍କା ନାହିଁ, କାଙ୍ଗାଳ ପାକିସ୍ତାନର ଜାତୀୟ ଏୟାରଲାଇନ୍ସ ସଂକଟରେ Read More »

RSS
Follow by Email
Scroll to Top
Close Bitnami banner
Bitnami