୫୮ ହଜାର କୋଟିରେ ବନ୍ଧା ପଡ଼ିଲା ପାକିସ୍ତାନ
ପାକିସ୍ତାନର ଆର୍ଥିକ ସ୍ଥିତି କାହାକୁ ଅଛପା ନୁହେଁ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠୀ ଓ ଆମେରିକା ଅଧିକ ସାହାଯ୍ୟ କରିବାକୁ ମନା କରିବା ପରେ ଚୀନ୍ ଆଗକୁ ଆସି ଋଣ ଦେଇଛି । ବେଜିଂ ବେଲ୍ ଆଉଟ୍ ପ୍ୟାକେଜ୍ ଭାବେ ଚୀନକୁ ୫୮ ହଜାର କୋଟି ଟଙ୍କା ଦେଉଛି । ଏହି ଟଙ୍କା ପାକିସ୍ତାନ ପାଇଁ କିଛି କମ ନୁହେଁ । ତେବେ ଏହି ଟଙ୍କାରେ ପାକିସ୍ତାନର ଉଦ୍ଧାର ହୋଇଯିବ ବୋଲି ଭାବିବା ଭୁଲ । ଓଲଟା …