ପାକିସ୍ତାନରେ ବିକ୍ରି ହେଉଛନ୍ତି ଆତ୍ମଘାତୀ ଆକ୍ରମଣକାରୀ,ଜାଣନ୍ତୁ ଦାମ କେତେ..

ପାକିସ୍ତାନ ଆତଙ୍କବାଦର ଅନ୍ତୁଡ଼ିଶାଳ । ସେଫ୍ଟିପିନ୍ ବି ତିଆରି କରି ପାରୁନଥିବା ଦେଶରେ କିନ୍ତୁ ରହିଛି ଆତଙ୍କବାଦର ଅନେକ ଫ୍ୟାକ୍ଟ୍ରି । ଯେଉଁ ଫ୍ୟାକ୍ଟ୍ରିର ପ୍ରଡକ୍ଟ ହେଉଛନ୍ତି ଫିଦାୟୀନ୍ ବା ଆତ୍ମଘାତୀ ଆକ୍ରମଣକାରୀ । ଯେଉଁମାନେ ନିଜ ଦେହରେ ବିସ୍ଫୋରକ ଖଂଜି ଆକ୍ରମଣ କରନ୍ତି । ଗତ ଏକ ଦଶନ୍ଧୀ ଧରି ପାକିସ୍ତାନ ଏହିଭଳି ଆକ୍ରମଣକାରୀଙ୍କ ଆକ୍ରମଣରେ ରକ୍ତାକ୍ତ ହେଉଛି । ପାକ୍ ସେନା ଓ ପୋଲିସ ସହିତ ଆତଙ୍କବାଦୀଙ୍କ ଏହି ଯୁଦ୍ଧରେ ଶିକାର ହେଉଛନ୍ତି ସାଧାରଣ …

ପାକିସ୍ତାନରେ ବିକ୍ରି ହେଉଛନ୍ତି ଆତ୍ମଘାତୀ ଆକ୍ରମଣକାରୀ,ଜାଣନ୍ତୁ ଦାମ କେତେ.. Read More »