Odisha CM Naveen Patnaik

‘ମୁଡ୍ ଅଫ୍ ଦି ନେସନ’ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକପ୍ରିୟତାରେ ପୁଣି ୧ନଂ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଲୋକପ୍ରିୟତାରେ ସବୁଠୁ ଆଗରେ । ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେଶନ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି । ନବୀନଙ୍କ କାମରେ ଲୋକେ ବେଶ୍ ସନ୍ତୁଷ୍ଟ ସଦ୍ୟ ସର୍ଭେ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ରାଜ୍ୟର ୫୨.୭% ଲୋକେ ପସନ୍ଦ କରୁଛନ୍ତି । ଓଡ଼ିଶାରେ ସର୍ଭେ ଟିମ୍ ୩୭୬୦ଜଣଙ୍କ ମତ …

‘ମୁଡ୍ ଅଫ୍ ଦି ନେସନ’ରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ Read More »

ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରିବା ପାଇଁ କଲେ ପ୍ରାର୍ଥନା

ଭୁବନେଶ୍ୱର: ଆରମ୍ଭ ହୋଇଛି ପାର୍ବଣ ଋତୁ । ଭକ୍ତଙ୍କ ମଙ୍ଗଳ ପାଇଁ ଧରାବତରଣ କରିଛନ୍ତି ମାଆ । ତେବେ ଭାରତବର୍ଷରେ ଦଶହରା ଏକ ବଡ ଉତ୍ସବ ହୋଇଥିବା ବେଳେ ପରସ୍ପରକୁ ଦଶହରା ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ । ସେହିଭଳି ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ପାର୍ବଣର ଅମୃତ ଲଗ୍ନରେ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ …

ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରିବା ପାଇଁ କଲେ ପ୍ରାର୍ଥନା Read More »

ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ

ଭୁବନେଶ୍ୱର: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ନିଜ ଜନ୍ମଦିନ ପାଳିବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ମାସରେ ତାଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବା କାରଣରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳିବେ ନାହିଁ । ଜନ୍ମଦିନ ଅବସରରେ ନବୀନ ନିବାସକୁ ଶୁଭେଚ୍ଛୁମାନଙ୍କୁ ନ ଆସିବାକୁ …

ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ Read More »

gujarat cyclone news today, gujarat cyclone biporjoy news, gujarat cyclone update, odia blog, rising odisha

ଗୁଜୁରାଟରେ ବିଜେପି ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଆପଣାଇ ଥିଲେ ଓଡ଼ିଶା ମଡେଲ

ଜିରୋ କାଜୁଆଲିଟି। ଏହା ହେଉଛି ବାତ୍ଯା ସ୍ଥିତିରେ ଓଡ଼ିଶା ସରକାର ମନ୍ତ୍ର। ବାତ୍ୟା ମୁକାବିଲାର ଏହି ମନ୍ତ୍ରକୁ ବିଶ୍ୱବ୍ୟାପି ପ୍ରଶଂସା କରାଯାଉଛି। ଜାତିସଂଘଠାରୁ ଆମେରିକା ସମସ୍ତେ ଓଡ଼ିଶାର ବାତ୍ୟା ମୁକାବିଲା ମଡେଲକୁ ପ୍ରଶଂସା କରନ୍ତି। ଦେଶରେ ମଧ୍ଯ ଧିରେ ଧିରେ ସବୁ ରାଜ୍ଯ ଓଡ଼ିଶା ସରକାରଙ୍କ ମଡେଲକୁ ଆପଣାଇବାରେ ଲାଗିଛନ୍ତି। ନିକଟରେ ଗୁଜୁରାଟରେ ଆସିଥିବା ବାତ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ସେଠାକାର ବିଜେପି ସରକାର ଓଡ଼ିଶା ସରକାରଙ୍କ ମଡେଲକୁ ଆପଣାଇଛନ୍ତି। ଯେଉଁଥିପାଇଁ ମୃତହାତଙ୍କ ସଂଖ୍ଯା ଢେର କମ …

ଗୁଜୁରାଟରେ ବିଜେପି ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ଆପଣାଇ ଥିଲେ ଓଡ଼ିଶା ମଡେଲ Read More »

super cyclone 1999, cyclone, odisha, disaster management, naveen patnaik, odisha cm, phailin, yaas, gulaab, titli, amphan, flood, drought in odisha, rising odisha

୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ମୁକାବିଲାର ‘ମଡେଲ୍‍’ ସାଜିଛି ଓଡ଼ିଶା

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ। ୧୯୯୯ ମସିହା ଆଜିର ଦିନରେ ଓଡ଼ିଶା ଦେ‌ଖିଥିଲା ପ୍ରକୃତିର କରାଳ ରୂପ। ପ୍ରକୃତି ରଚିଥିଲା ତା’ର ମହାତାଣ୍ଡବ। ନିମିଷକେ କରିଦେଇଥିଲା ସବୁ କିଛି ଛାରଖାର। ପ୍ରକୃତି କେତେ ଯେ ଭୟଙ୍କର ହୋଇପାରେ ତାହା ଦେଖାଇ ଦେଇ‌ଥିଲା ୧୯୯୯ ମହାବାତ୍ୟା। ୨୨ ବର୍ଷ ପରେ ମଧ୍ୟ ସେ କାଳ ରାତିର ପ୍ରଳୟଙ୍କରୀ ଦୃଶ୍ୟ ଆଜି ବି ମନେ ପଡିଲେ ଶୀହରି ଉଠେ ଦେହ। ଆଖି ଆଗକୁ ଚାଲି ଆସେ ସେ ସମୟର …

୧୯୯୯ ମହାବାତ୍ୟାରୁ ବିପର୍ଯ୍ୟୟ ମୁକାବିଲାର ‘ମଡେଲ୍‍’ ସାଜିଛି ଓଡ଼ିଶା Read More »

Naveen Patnaik, Hockey, media, rajdeep sardesai, TIFPOST, Aaj Tak, hockey team, tokyo olympics, rising odisha

ହକି, ମିଡିଆ ଓ ନବୀନ

‘IHF ହକିକୁ ମାରି ସାରିଥିଲା, ତା’ପରେ ଆସିଲେ ନବୀନ ଆଉ ସବୁକିଛି ବଦଳିଗଲା’ ରବିବାର ଥିଲା ସୁପର ସଣ୍ଡେ । ପିଭି ସିନ୍ଧୁ ବ୍ୟାଡମିଣ୍ଟନରେ ଭାରତକୁ ବ୍ରୋଞ୍ଜ ଦେବା ସହିତ ଦୁଇଟି ଅଲମ୍ପିକ୍ସ ମେଡାଲ ପାଇଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ । ପୁଣି ସେହି ରବିବାର ଦିନ ଭାରତ 41 ବର୍ଷ ପରେ ପ୍ରଥମ ଥର ପାଇଁ ହକି ସେମିଫାଇନାଲକୁ ଉନ୍ନିତ ହୋଇଥିଲା । 1980 ମସ୍କୋ ଅଲମ୍ପିକ୍ସ ପରେ ଭାରତୀୟ ପୁରୁଷ ହକି ଟିମ୍ …

ହକି, ମିଡିଆ ଓ ନବୀନ Read More »

RSS
Follow by Email
Scroll to Top
Close Bitnami banner
Bitnami