ସମୁଦ୍ରରେ ଗାଧୋଇବା ପଡ଼ିଲା ମହଙ୍ଗା, ମୁଣ୍ଡକୁ ଜାବୁଡ଼ି ଧରିଲା ଅକ୍ଟୋପସ

ନୂଆଦିଲ୍ଲୀ: ସମୁଦ୍ରରେ ଗାଧୋଇବା ମଜା ଅନେକଙ୍କ ପାଇଁ ଖୁବ୍ ମଜାଦାର । ସେଥିପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ସମୁଦ୍ର ବେଳାଭୂମିରେ ଗାଧୋଇବାର ମଜା ନେବାକୁ ଅଧିକାଂଶ ପସନ୍ଦ କରିଥାନ୍ତି । କିନ୍ତୁ ଥରେ ଭାବନ୍ତୁ ତ ସମୁଦ୍ରରେ ଗାଧୋଇବା ସମୟରେ ଆପଣ ଯଦି କିଛି ଭୟାନକ ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତାହାହେଲେ କେମିତି ଅନୁଭବ ରହିବ ? ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଅଘଟଣ ଘଟିଛି । ଗାଧୋଇବା ସମୟରେ ସମୁଦ୍ର ଢେଉ ଭିତରେ ଯାହା ପରିସ୍ଥିତି ଉପୁଜିଲା …

ସମୁଦ୍ରରେ ଗାଧୋଇବା ପଡ଼ିଲା ମହଙ୍ଗା, ମୁଣ୍ଡକୁ ଜାବୁଡ଼ି ଧରିଲା ଅକ୍ଟୋପସ Read More »