ଆରମ୍ଭ ହେଲା ‘ନାଇଟ୍ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଏଣିକି ରାତିରେ ବି ନନ୍ଦନକାନନ ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ । ବନ୍ୟପ୍ରାଣୀଙ୍କ ଚାଲିଚଳଣ ସହ ସେମାନେ ରହୁଥିବା ବାସସ୍ଥାନ ଦେଖିବାର ସୁଯୋଗ ପାଇବେ । ସେମାନଙ୍କ ଖାଦ୍ୟ ପାନୀୟ ସମ୍ପର୍କରେ ଜାଣିବେ । ରାତିରେ ବନ୍ୟଜନ୍ତୁମାନେ କିଭଳି ବ୍ୟବହାର ପ୍ରଦର୍ଶନ କରନ୍ତି ସେ ବିଷୟରେ ମଧ୍ୟ ଜାଣିବାର ସୁଯୋଗ ପାଇବେ ପର୍ଯ୍ୟଟକ । ତେଣୁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ ଆଟ୍ ଜୁ’ …

ଆରମ୍ଭ ହେଲା ‘ନାଇଟ୍ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମ Read More »