ନିଆରା ପଗଡ଼ି: ରହିଛି ରାମ ମନ୍ଦିର, ମୋଦୀ ଓ ଚନ୍ଦ୍ରଯାନ-୩
ଗୁଜୁରାଟ: ଭାରତୀୟ ସଂସ୍କୃତିରେ ପଗଡ଼ିର ମହତ୍ୱ ସ୍ୱତନ୍ତ୍ର । ବିଭିନ୍ନ ସମ୍ପ୍ରଦାୟର ଲୋକ ପରମ୍ପରା ଆଧାରରେ ବିଭିନ୍ନ ଉତ୍ସବ ଅବସରରେ ପଗଡ଼ି ପିନ୍ଧିଥାନ୍ତି । କିନ୍ତୁ ଏ ଭିତରେ ଗୁଜୁରାଟରେ ନବରାତ୍ର ପୂଜା ଅବସରରେ ପଗଡ଼ି ପିନ୍ଧିବା ସେମାନଙ୍କ ଧାର୍ମିକ ଭାବନାର ଗୁରୁତ୍ୱ ବହନ କରେ । ଏବେ ନବରାତ୍ରୀ ଉତ୍ସବ ସାରା ଗୁଜୁରାଟରେ ଧୁମ୍ଧାମ୍ରେ ପାଳନ ହେବାକୁ ଯାଉଥିବାବେଳେ ତା ପୂର୍ବରୁ ସ୍ୱତନ୍ତ୍ର ପ୍ରକାରର ପଗଡ଼ି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ସେଠାକାରର ଜଣେ ବ୍ୟକ୍ତି …
ନିଆରା ପଗଡ଼ି: ରହିଛି ରାମ ମନ୍ଦିର, ମୋଦୀ ଓ ଚନ୍ଦ୍ରଯାନ-୩ Read More »