Nandankanan zoo news

ଆସାମରୁ ନନ୍ଦନକାନନ ଆସିବେ ୪ପ୍ରଜାତିର ୧୬ ପ୍ରାଣୀ

ଭୁବନେଶ୍ୱର: ଆସାମର ଗୌହାଟି ଚିଡ଼ିଆଖାନାରୁ ୪ ପ୍ରଜାତିର ୧୬ଟି ପ୍ରାଣୀ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ । ଆସିବାକୁ ଥିବା ପ୍ରାଣୀଙ୍କ ମଧ୍ୟରେ ଅଛନ୍ତି ୩ ପ୍ରଜାତିର ବିରଳ ବିଲୁପ୍ତପ୍ରାୟ ପକ୍ଷୀ । ପକ୍ଷୀମାନଙ୍କ ମଧ୍ୟରେ ୪ଟି ବଡ଼ ହାଡ଼ଗିଳା, ୪ଟି ରୋଜି ପେଲିକାନ୍‌, ୪ଟି ଲମ୍ବା ବେକ ଶାଗୁଣା ଓ ଗଙ୍ଗା ନଦୀରେ ଦେଖାଯାଉଥିବା ବିରଳ ପ୍ରଜାତିର ୪ଟି ବଡ଼ କଇଁଚ । ଏ ସମସ୍ତ ପ୍ରାଣୀଙ୍କୁ ଆଣିବା ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଡ. …

ଆସାମରୁ ନନ୍ଦନକାନନ ଆସିବେ ୪ପ୍ରଜାତିର ୧୬ ପ୍ରାଣୀ Read More »

ନନ୍ଦନକାନନରେ ହ୍ୱାଟସଆପ୍ ଜରିଆରେ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ନନ୍ଦନକାନନ ଗଲେ ଟିକେଟ ପାଇଁ ଆଉ ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡିବନି । କାରଣ ଏବେଠାରୁ ଆରମ୍ଭ ହୋଇଯାଇଛି ଡିଜିଟାଲ୍ ବୁକିଂ । ତାହା ପୁଣି ଗୋଟିଏ ମିନିଟ୍‌ରେ । ଏଣିକି ହ୍ୱାଟସ୍ ଆପ୍ ଜରିଆରେ ଟିକେଟ୍ କାଟିପାରିବେ ପର୍ଯ୍ୟଟକ । ଶନିବାର ଏକ କାର୍ଯ୍ୟକ୍ରମରେ ଅନଲାଇନ୍ ଟିକେଟ୍ ବୁକିଂ ସୁବିଧା ଉଦ୍‌ଘାଟନ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ …

ନନ୍ଦନକାନନରେ ହ୍ୱାଟସଆପ୍ ଜରିଆରେ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ Read More »

RSS
Follow by Email
Scroll to Top
Close Bitnami banner
Bitnami