ହତ୍ୟା ଧମକ ପରେ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁମ୍ବାଇ: ରିଲାଏନ୍‌ସ୍ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ଦିଆଯାଇଛି ହତ୍ୟା ଧମକ । ଇ-ମେଲ୍ ମାଧ୍ୟମରେ ଏହି ହତ୍ୟା ଧମକ ମିଳିଛି । ୨୦ କୋଟି ଟଙ୍କା ଦିଅ, ନହେଲେ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ଏହି ଧମକ ଦେଇଛନ୍ତି । ଏହି ହତ୍ୟା ଧମକ ମିଳିବା ପରେ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ କଡ଼ାକଡ଼ି କରି ଦିଆଯାଇଛି । ଏଥିଲାଗି ୫୫ ଜଣ ସୁରକ୍ଷାକର୍ମୀ ସଜାଗ ହୋଇ ଉଠିଛନ୍ତି । …

ହତ୍ୟା ଧମକ ପରେ ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି Read More »