୨୦ କୋଟି ଦିଅ ନଚେତ୍ ହତ୍ୟା କରିବୁ

ମୁମ୍ବାଇ: ‘ରିଲାଏନ୍‌ସ୍ ଇଣ୍ଡଷ୍ଟ୍ରିଜ୍‌’ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ଦିଆଯାଇଛି ହତ୍ୟା ଧମକ । ଇ-ମେଲ୍ ମାଧ୍ୟମରେ ଏହି ହତ୍ୟା ଧମକ ମିଳିଛି । ୨୦ କୋଟି ଟଙ୍କା ଦିଅ, ନହେଲେ ହତ୍ୟା କରାଯିବ ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ଏହି ଧମକ ଦେଇଛନ୍ତି । ଏନେଇ ଆଜି ମୁମ୍ବାଇ ପୋଲିସ ସୂଚନା ଦେଇଛି । ମୁକେଶ ଅମ୍ବାନିଙ୍କ କମ୍ପାନିକୁ ଆସିଥିବା ଏହି ଇ-ମେଲ୍‌ରେ ଉଲ୍ଲେଖ ଅଛି ଯେ, ଆପଣ ଆମକୁ ୨୦ କୋଟି ଟଙ୍କା ନ ଦେଲେ, …

୨୦ କୋଟି ଦିଅ ନଚେତ୍ ହତ୍ୟା କରିବୁ Read More »