mughal harem, mughal kings, mughal queens. harem, rising odisha, odia blog

ମୋଗଲ ‘ହାରମ’ ରାଣୀ ମାନଙ୍କ ଦରମା କେତେ ଥିଲା ?

ଭାରତରେ ମୋଗଲ ସାମ୍ରାଜ୍ୟର ମୁଳଦୁଅ ପକାଇଥିଲା ବାବର । ଉଜବେକିସ୍ତାନରୁ ଆସିଥିବା ବାବର ଭାରତରେ କେବଳ ପ୍ରଥମ ଥର ପାଇଁ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିନଥିଲା, ସେ ମଧ୍ୟ ତା’ ହାରମରେ ରହୁଥିବା ବେଗମ ମାନଙ୍କ ପାଇଁ ଦରମା ନିର୍ଦ୍ଧାରିତ କରିଥିଲା । ଏହି ନିୟମ ଅନୁୁସାରେ ମୋଗଲ ବାଦଶାହାଙ୍କ ହାରମରେ ରହୁଥିବା ରାଣୀ ଓ ରାଜକୁମାରୀଙ୍କୁ ମାସିକ ବେତନ ମିଳୁଥିଲା । ଭାରତୀୟ ଇତିହାସ ଅନୁସଂଧାନ ପରିଷଦର ପତ୍ରିକା ‘ଇତିହାସ’ରେ ଏନେଇ ଏକ ବିସ୍ତୃତ ରିପୋର୍ଟ …

ମୋଗଲ ‘ହାରମ’ ରାଣୀ ମାନଙ୍କ ଦରମା କେତେ ଥିଲା ? Read More »