୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, କହିଲେ ଜବତ ଟଙ୍କା ମୋର ନୁହେଁ
ନୂଆଦିଲ୍ଲୀ : କଂଗ୍ରେସ ଏମ୍ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଏବଂ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା ଜବତ କରିଛି । ଏନେଇ ଦୀର୍ଘ ୧୦ ଦିନ ପରେ ମୁହଁ ଖୋଲିଛନ୍ତି ଧୀରଜ । ତାଙ୍କ ପରିବାର ବ୍ୟବସାୟ ସମ୍ଭାଳୁଥିଲେ । ତେଣୁ ଜବତ ହୋଇଥିବା ଟଙ୍କା ସହ ସେ ସିଧାସଳଖ ସମ୍ପୃକ୍ତ ନୁହନ୍ତି । ଉକ୍ତ ଟଙ୍କା ଚଢ଼ାଉ କରାଯାଇଥିବା କମ୍ପାନୀଗୁଡ଼ିକର ଥିଲା । …
୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, କହିଲେ ଜବତ ଟଙ୍କା ମୋର ନୁହେଁ Read More »