ଘରର ଆସବାବପତ୍ରରେ ମାଆକୁ ପୋଡ଼ି ହତ୍ୟା

ମାଆକୁ ଜୀଅନ୍ତା ପୋଡି ଦେଲା ରାକ୍ଷସ ପୁଅ ଫୁଲବାଣୀ : ଅତ୍ୟନ୍ତ ହୃଦୟ ବିଦାରକ….ନିନ୍ଦନୀୟ… ଅବର୍ଣ୍ଣନୀୟ … । ଯେଉଁ ମାଆ ତାକୁ ଏ ଦୁନିଆର ଆଲୋକ ଦେଖାଇଥିଲା … ନିଜ ଦୁଃଖ କଷ୍ଟକୁ ପଛକରି ଛୋଟରୁ ବଡ଼ କରିଥିଲା ଶେଷରେ ତାକୁ ହିଁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଘର ଭିତରେ ପୋଡି ଦେଲା ରାକ୍ଷସ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀରେ । କନ୍ଧମାଳ ଜିଲା ଟିକାବାଲି ଥାନା …

ଘରର ଆସବାବପତ୍ରରେ ମାଆକୁ ପୋଡ଼ି ହତ୍ୟା Read More »