ବୋହୂ ଖୁଟ୍ଖା ଖାଇବାରୁ ଥାନାରେ ପହଞ୍ଚିଲେ ଶାଶୁଘର ଲୋକ
ଆଗ୍ରା: ଉତ୍ତର ପ୍ରଦେଶ ଆଗ୍ରା ଅଞ୍ଚଳରେ ଏବେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ନବ ବିବାହିତା ବୋହୂର ଗୁଟ୍ଖା ଖାଇବା ନିଶା ଘଟଣାକୁ ନେଇ ଶାଶୁଘର ଲୋକେ ଥାନାରେ ପହଞ୍ଚିଥିଲେ । ସ୍ଥିତି ଏମିତି ହେଲା ଯେ ଛାଡପତ୍ର ଯାଏଁ ମଧ୍ୟ ପହଞ୍ଚିିଥିଲା କଥା ।ଶାଶୁଘର ଲୋକ ଗୁଟଖା ନ ଖାଇବା ପାଇଁ ବୋହୂକୁ ଯେତେ ବୁଝାଇଲେ ମଧ୍ୟ ବୋହୂ କାହା କଥା ଶୁଣୁ ନ ଥିବା ସହ ସବୁବେଳେ ଓଢଣା ଟାଣି …