ବାପା ମା’ ଦେଲେ ପୁଅ ନାମ ଭ୍ଲାଦିମିର ପୁତିନ, ସରକାର କହିଲେ ହେଇ ପାରିବନି..
ଦୁନିଆରେ ପ୍ରାୟ ସବୁଦେଶରେ ପିଲାଙ୍କ ନାମ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ରଖିବାର ଚଳନ ରହିଛି । କିନ୍ତୁ ୟୁରୋପରେ ଏମିତି ଗୋଟିଏ ଦେଶ ରହିଛି ଯେଉଁଠି ନିଜ ପିଲାଙ୍କ ନାମ କରଣ ପୂର୍ବରୁ ଅଭିଭାବକଙ୍କୁ ସରକାରଙ୍କଠାରୁ ଅନୁମତି ନେବାକୁ ପଡିଥାଏ । ଏହି ଦେଶର ନାମ ହେଉଛି ସ୍ୱିଡେନ । ସ୍ୱିଡେନର ସରକାର ନିକଟରେ ଏକ ଦମ୍ପତ୍ତିଙ୍କୁ ତାଙ୍କ ପୁଅର ନାମ ଭାଦିମିର ପୁତିନ ନରଖିବାକୁ କହିଛନ୍ତି । ସରକାର ଏହି ପିଲାର ଅଭିଭାବକଙ୍କୁ ପୁତିନ …
ବାପା ମା’ ଦେଲେ ପୁଅ ନାମ ଭ୍ଲାଦିମିର ପୁତିନ, ସରକାର କହିଲେ ହେଇ ପାରିବନି.. Read More »