୧୦ ବର୍ଷ ତଳେ ନିଖୋଜ ବିମାନକୁ ପୁଣି ଖୋଜିବ ମାଲେସିଆ

ମାଲେସିଆ ସରକାର ଫ୍ଲାଇଟ୍ ଏମଏଚ ୩୭୦ର ରହସ୍ୟମୟ ନିଖୋଜ ଘଟଣାର ନୂତନ ଭାବରେ ଅନୁସନ୍ଧାନ କରିବାକୁ ବିଚାର କରୁଛନ୍ତି ବୋଲି କହିଛନ୍ତି ମାଲେସିଆର ପରିବହନ ମନ୍ତ୍ରୀ । ଏକ ଦଶନ୍ଧି ପୂର୍ବେ ୨୦୧୪ ମାର୍ଚ୍ଚ ୮ ତାରିଖରେ ମାଲେସିଆ ଏୟାରଲାଇନ୍ସର ଫ୍ଲାଇଟ୍ ଏମ୍‌ଏଚ୍ ୩୭୦ କୁଆଲାଲମ୍ପୁରରୁ ବେଜିଂ ଅଭିମୁଖେ ଯାତ୍ରା କରୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ଏହି ଘଟଣା ବିଶ୍ୱ ବିମାନ ଇତିହାସର ସବୁଠାରୁ ବଡ଼ ଏବଂ ଅସମାଧିତ ରହସ୍ୟ ମଧ୍ୟରୁ ଅନ୍ୟତମ । …

୧୦ ବର୍ଷ ତଳେ ନିଖୋଜ ବିମାନକୁ ପୁଣି ଖୋଜିବ ମାଲେସିଆ Read More »