୨୪ହଜାର ୫୦୦ ଟଙ୍କାରେ ନିଲାମ ହେଲା ପ୍ରଥମ କଳସ ପାଣି
ଭୁବନେଶ୍ୱର: ନିଲାମ ହୋଇଛି ମରୀଚିକୁଣ୍ଡ ପାଣି । ସୋମବାର ରାତି ୧୨ଟାରେ ଆରମ୍ଭ ହୋଇଥିଲା ଏହି ପାଣି ନିଲାମ । ପ୍ରଥମ କଳସ ପାଣି ୨୧ହଜାର ଟଙ୍କାରୁ ନିଲାମ ଆରମ୍ଭ ହୋଇଥିଲା । ସେହି ପ୍ରଥମ କଳସ ପାଣି ୨୪ହଜାର ୫୦୦ ଟଙ୍କାରେ ନିଲାମ ହୋଇଥିଲା । ଏହାକୁ ଜଗତସିଂହପୁର କୃଷ୍ଣଦାସପୁର ଅଞ୍ଚଳର ମନମୋହନ ବାରିକଙ୍କ ପତ୍ନୀ ସୋନାଲି ନିଲାମ ଧରିଥିଲେ । ତା’ରେ ଗୋଟିଏ ପରେ ଗୋଟିଏ କଳସ ପାଣି ବଡ଼ୁ ନିଯୋଗ ପକ୍ଷରୁ ନିଲାମ …