ଅଭାବକୁ ପାଖରୁ ଦେଖିଛନ୍ତି ମମତା

ଏହା ୧୯୯୨ ବର୍ଷ ଥିଲା । ଫୁଲିଆ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଏକ ଗାଁ । ଦିନେ ଏହି ସାଧାରଣ ଗାଁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଲା ଯେତେବେଳେ ଜଣେ ମୂକ ବଧିର ଝିଅର ବଳାତ୍କାର ଖବର ଖବରକାଗଜରେ ପ୍ରକାଶ ଲାଗିଲା । ଜଣେ ସିପିଏମ୍ କର୍ମୀ ଏହି ବଳାତ୍କାର କରିଥିଲେ । ଆଉ ଏହି ଝିଅକୁ ସାଙ୍ଗରେ ନେଇ ଜଣେ ମହିଳା କ୍ରୋଧ ଜର୍ଜରିତ ହୋଇ ରଏଟର୍ସ ବିଲ୍ଡିଂ ଆଡକୁ ଯାଉଥିଲେ । ସେ …

ଅଭାବକୁ ପାଖରୁ ଦେଖିଛନ୍ତି ମମତା Read More »