mamata banerjee

ଏନ.ଡ଼ି.ଏ.ସରକାରର ଭବିଷ୍ୟତ କହିଲେ ମମତା

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ୨୦୨୪ ଲୋକସଭା ନିର୍ବାଚନରେ ଦେଶରେ ଏନ.ଡ଼ି.ଏ. କୁ ବହୁମତ ମିଳିଛି । ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି । ଆଜି ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ତେବେ ମୋଦୀଙ୍କ ୩.୦ ସରକାରଙ୍କ ଶପଥ ଗ୍ରହଣ ପୂର୍ବରୁ ଟି.ଏମ.ସି. ମୁଖ୍ୟ ତଥା ପଶ୍ଚିମ ବଙ୍ଗର ମମତା ବାନାର୍ଜୀ ଏକ ବଡ଼ ଦାବି କରିଛନ୍ତି । ଏହି ସରକାର ଅଧିକ …

ଏନ.ଡ଼ି.ଏ.ସରକାରର ଭବିଷ୍ୟତ କହିଲେ ମମତା Read More »

ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା: ଲୋକଙ୍କୁ କହିଲେ ରୁହନ୍ତୁ ଚୁପ୍‌

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗରେ ଇଡି, ଏନଆଇଏ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ମୋଦି ସରକାର ଉପରେ ବର୍ଷିଛନ୍ତି ମମତା । ଇଦ୍‌-ଉଲ-ଫିତର ଅବସରରେ ଲୋକଙ୍କୁ ମମତା କହିଛନ୍ତି, ଯଦି କେହି ଦଙ୍ଗା କରିବାକୁ ଆସନ୍ତି ତେବେ ଚୁପ୍ ରୁହନ୍ତୁ ଏବଂ ମୁଣ୍ଡ ଥଣ୍ଡା ରଖନ୍ତୁ । ଆମେ ସୁନ୍ଦର ଓ ଶାନ୍ତ ପରିବେଶ ଚାହୁଁଛୁ ତେଣୁ ସମସ୍ତଙ୍କୁ ସାଥୀରେ …

ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା: ଲୋକଙ୍କୁ କହିଲେ ରୁହନ୍ତୁ ଚୁପ୍‌ Read More »

ଶୁଭେନ୍ଦୁଙ୍କ ବିବାଦୀୟ ମନ୍ତବ୍ୟ: ଆଉ କୁହନି ଦିଦି , ହୋଇଗଲେଣି ଆଣ୍ଟି

କୋଲକାତା: ନିଜର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ଏବେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଶୁଭେନ୍ଦୁ କହିଛନ୍ତି ଯେ, ଏବେ ମମତା ବାନାର୍ଜୀଙ୍କୁ ‘ଦିଦି’ ବୋଲି କହିବା ବନ୍ଦ କରିବା ଉଚିତ । କାରଣ ସେ ବତ୍ତମାନ ‘ଆଣ୍ଟି’ ହୋଇଗଲେଣି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । …

ଶୁଭେନ୍ଦୁଙ୍କ ବିବାଦୀୟ ମନ୍ତବ୍ୟ: ଆଉ କୁହନି ଦିଦି , ହୋଇଗଲେଣି ଆଣ୍ଟି Read More »

ଅଭାବକୁ ପାଖରୁ ଦେଖିଛନ୍ତି ମମତା

ଏହା ୧୯୯୨ ବର୍ଷ ଥିଲା । ଫୁଲିଆ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଏକ ଗାଁ । ଦିନେ ଏହି ସାଧାରଣ ଗାଁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଲା ଯେତେବେଳେ ଜଣେ ମୂକ ବଧିର ଝିଅର ବଳାତ୍କାର ଖବର ଖବରକାଗଜରେ ପ୍ରକାଶ ଲାଗିଲା । ଜଣେ ସିପିଏମ୍ କର୍ମୀ ଏହି ବଳାତ୍କାର କରିଥିଲେ । ଆଉ ଏହି ଝିଅକୁ ସାଙ୍ଗରେ ନେଇ ଜଣେ ମହିଳା କ୍ରୋଧ ଜର୍ଜରିତ ହୋଇ ରଏଟର୍ସ ବିଲ୍ଡିଂ ଆଡକୁ ଯାଉଥିଲେ । ସେ …

ଅଭାବକୁ ପାଖରୁ ଦେଖିଛନ୍ତି ମମତା Read More »

mamata banerjee, did, TMC, trinamool congress, narendra modi, rome tour, west bengal cm, modi govt, rising odisha

ଦିଦିଙ୍କ ରୋମ୍ ଗସ୍ତକୁ କ’ଣ ପାଇଁ ଅନୁମତି ଦେଲାନାହିଁ କେନ୍ଦ୍ର ? ଜାଣନ୍ତୁ କ’ଣ କହିଲେ ମମତା

କୋଲକତା: ଆସନ୍ତା ମାସରେ ପ.ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରୋମ୍ ଗସ୍ତରେ ଯାଇଥାନ୍ତେ । ଏଥିପାଇଁ ଦିଦିଙ୍କ ବ୍ୟାଗ୍ ପ୍ୟାକ୍ ବି ସରିଥିଲା । କିନ୍ତୁ ଠିକଣ ସମୟରେ କେନ୍ଦ୍ର କେଁ ପୁରାଇଲା । ଦିଦିଙ୍କ ବିଦେଶ ଗସ୍ତକୁ କେନ୍ଦ୍ର ଗ୍ରୀନ୍ ସିଗନାଲ ଦେବାକୁ ମନା କରିଦେଇଛି । ସୂଚନାଯୋଗ୍ୟ ଯେ, ମମତାଙ୍କୁ ବିଶ୍ୱ ଶାନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ଆସିଥିଲା । ରୋମ ଗସ୍ତ ପାଇଁ ଅନୁମତି ନମିଳିବା ପରେ ମମତା ମୋଦି ସରକାରକୁ …

ଦିଦିଙ୍କ ରୋମ୍ ଗସ୍ତକୁ କ’ଣ ପାଇଁ ଅନୁମତି ଦେଲାନାହିଁ କେନ୍ଦ୍ର ? ଜାଣନ୍ତୁ କ’ଣ କହିଲେ ମମତା Read More »

RSS
Follow by Email
Scroll to Top
Close Bitnami banner
Bitnami