ଦ୍ୱାରକାରେ ମହାରାସ କଲେ ୩୭ ହଜାର ମହିଳା
ନୂଆଦିଲ୍ଲୀ: ଗୁଜୁରାଟର ଦ୍ୱାରକାରେ ୩୭ ହଜାର ମହିଳା ଏକାସାଙ୍ଗରେ ମହାରାସ କରିଛନ୍ତି । ୨୩ ଓ ୨୪ ତାରିଖରେ ଗୁଜରାଟର ଦ୍ୱାରକାରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ ମହାରାସ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୩୭,୦୦୦ରୁ ଅଧିକ ମହିଳା ନାଲି ପୋଷାକ ପିନ୍ଧି ଏକାଠି ହୋଇଥିଲେ । ଏଥିସହ ମହାରାସ ପରିବେଷଣ କରିଥିଲେ । ଏହି ବିଶାଳ କାର୍ଯ୍ୟକ୍ରମର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏତେ ପରିମାଣର …