ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ଅପରାଧ ନୁହେଁ : କୋର୍ଟ ଦେଲେ ରାୟ
ନୂଆଦିଲ୍ଲୀ : ଆଜିକାଲିର ଡ଼ିଜିଟାଲ ଦୁନିଆରେ ଯୁବପିଢିଙ୍କ ମଧ୍ୟରେ ବଢୁଛି ମୋବାଇଲ ନିଶା । ଏମିତି କି ଦିନକୁ ଦିନ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଦେଖିବା ଯୁବପିଢୀଙ୍କ ଏକ ପ୍ରକାର ନିଶା ପାଲଟିଗଲାଣି । ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅଶ୍ଳୀଳ ଭିଡିଓ ଦେଖିବା ନିଶାକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ଅଶ୍ଳୀଳ ଭିଡିଓ ଦେଖିବାକୁ ନିଶା ମାଦକ ଦ୍ରବ୍ୟ ପିଇବା ସହ ତୁଳନା କରିଛନ୍ତି । …
ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ଅପରାଧ ନୁହେଁ : କୋର୍ଟ ଦେଲେ ରାୟ Read More »