ଏମିତି ମନ୍ଦିର, ଯେଉଁଠିକି ପ୍ରେମୀଯୁଗଳଙ୍କୁ ଯିବା ନିଷେଦ୍ଧ
ରାଜସ୍ଥାନ: ନିଜ ପ୍ରେମକୁ ପାଇବା ପାଇଁ ପ୍ରେମୀଯୁଗଳ କିଛି ବି କରିବାକୁ ପଛାନ୍ତି ନାହିଁ । ଏମିତି କି ମନ୍ଦିର ଯାଇ ମାନସିକ ବି କରନ୍ତି । ଏଥିପାଇଁ ଓଷା, ବ୍ରତ ଓ ଉପାସ ମଧ୍ୟ କରନ୍ତି । କିନ୍ତୁ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠିକୁ ପ୍ରେମୀଯୁଗଳଙ୍କୁ ଆସିବାକୁ ବାରଣ କରାଯାଇଥାଏ । ଯଦି କେହି ନ ମାନି ଉକ୍ତ ମନ୍ଦିରକୁ ଯାଆନ୍ତି, ତାହାହେଲେ ଉଭୟ ପ୍ରେମୀଯୁଗଳ ଅଲଗା ହେବା ନିଶ୍ଚିତ । ପ୍ରେମ …
ଏମିତି ମନ୍ଦିର, ଯେଉଁଠିକି ପ୍ରେମୀଯୁଗଳଙ୍କୁ ଯିବା ନିଷେଦ୍ଧ Read More »