ପ୍ରେମିକା ଉପହାର ନ ନେବାରୁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର: ଦୁହେଁ ସ୍ୱପ୍ନ ଦେଖୁଥିଲେ ଆଗକୁ ସାରାଜୀବନ ପାଇଁ ସାଥୀ ହୋଇ ରହିବେ । ସେହି ଭରସାରେ ଉଭୟ ବାଟ ଚାଲୁଥିଲେ । ଭଲ ରୋଜଗାର ଆଶାରେ ବାଙ୍ଗାଲୋରରେ କାମ କରିବା ପାଇଁ ଚାଲିଗଲା ପ୍ରେମିକ । କିନ୍ତୁ ସେଠାରୁ ଫେରିବା ପରେ ତା ଦୁନିଆ ଯେମିତି ଓଲଟପାଲଟ ହୋଇଯାଇଥିଲା । ନିଜ ପ୍ରେମିକାଙ୍କୁ ଉପହାର ଦେବା ପାଇଁ ସ୍ନେହରେ ଆଣିଥିଲା ଗୋଟେ ମୋବାଇଲ । ହେଲେ ପ୍ରେମିକା ନେବା ପାଇଁ ରୋକ୍‌ଠୋକ୍ ମନା କରିଦେଲା । …

ପ୍ରେମିକା ଉପହାର ନ ନେବାରୁ ଆତ୍ମହତ୍ୟା କଲେ ପ୍ରେମିକ Read More »