‘ଲିଭ୍‌-ଇନ୍‌’ ସମ୍ପର୍କରେ ନାହିଁ ନିଷ୍ଠା , ଅଛି ‘ଟାଇମ୍‌ପାସ୍‌’

ପ୍ରୟାଗରାଜ: ଲିଭ୍‌-ଇନ ରିଲେଶନଶିପ୍ ବା ବିବାହ ନ କରି ପୁରୁଷ ଓ ମହିଳା ଏକତ୍ର ରହିବା ଏବେ ଜୀବନଶୈଳୀର ଅଂଶବିଶେଷ ହୋଇଗଲାଣି । ଆଜିକାଲି ଛୋଟବଡ଼ ସହରରେ ଯୁବକଯୁବତୀ ଲିଭ୍ ଇନ୍‌ରେ ରହିବା ଏକ ପ୍ରକାର ଟ୍ରେଣ୍ଡ୍ ପାଲଟିଗଲାଣି । ‘ଲିଭ୍‌-ଇନ୍‌’ ସମ୍ପର୍କ ବିପରୀତ ଲିଙ୍ଗ ପାଇଁ କ୍ଷଣିକ ଉଦ୍‌ବେଳନ ମାତ୍ର; ସେଥିରେ ନିଷ୍ଠା ନାହିଁ, କେବଳ ‘ଟାଇମ୍‌ପାସ୍‌’ ଅଛି ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଲିଭ୍‌-ଇନ୍ ପାର୍ଟନର ଭାବେ ରହିବାକୁ ପ୍ରେମୀଯୁଗଳଙ୍କ ଇଛା ଦୁଇ …

‘ଲିଭ୍‌-ଇନ୍‌’ ସମ୍ପର୍କରେ ନାହିଁ ନିଷ୍ଠା , ଅଛି ‘ଟାଇମ୍‌ପାସ୍‌’ Read More »