ଏହି ଦେଶରେ ଲିଭ୍-ଇନ୍ରେ ରହିପାରିବେନି ପ୍ରେମୀଯୁଗଳ
ବିବାହ ପୂର୍ବରୁ ପୁଅ ଓ ଝିଅ ଗୋଟିଏ ଘରେ ଏକାଠି ରହିବାକୁ ଆମ ସମାଜ ଗ୍ରହଣ କରେ ନାହିଁ । ହେଲେ ଆଜିକାଲି ପୁଅଝିଅ ବିବାହ ପୂର୍ବରୁ ଏକାଠି ରହିବା ତଥା ଲିଭ୍-ଇନ୍ରେ ରହିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଆଗରୁ ବଡ଼ ବଡ଼ ସହରଗୁଡ଼ିକରେ ଯୁବକଯୁବତୀ ଲିଭ୍ଇନ୍ରେ ରହୁଥିଲେ । ହେଲେ ଏବେ ଛୋଟ ହେଉ କି ବଡ଼ ପ୍ରତ୍ୟେକ ସହରରେ ଲିଭ୍ଇନ୍ରେ ରହୁଥିବା ନଜର ଆସୁଛନ୍ତି । ହେଲେ ଏମିତି ଏକ ଦେଶ …