ପିନ୍ଧନ୍ତି ଦାମୀ ଜ୍ୟାକେଟ୍, ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍
ପ୍ୟୋଙ୍ଗ୍ୟାଙ୍ଗ୍ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ବିଷୟରେ କିଏ ବା ନ ଜାଣେ । କିମ୍ ସବୁବେଳେ ତାଙ୍କ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ହେଲେ କିମ୍ଙ୍କଠାରୁ ତାଙ୍କ ଝିଅ ଅଧିକ ଷ୍ଟାଇଲିଷ୍ଟ । ସେ ପିନ୍ଧୁଥିବା ପୋଷାକ ହେଉ ବା ଜ୍ୟାକେଟ୍ ସବୁକିଛି ଦାମୀ ହୋଇଥାଏ । ଆଉ ସେ ପିନ୍ଧୁଥିବା ଗୋଟେ ଜ୍ୟାକେଟ୍ର ମୂଲ୍ୟ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଜ୍ୟାକେଟ୍ର ମୂଲ୍ୟ ୧.୫୮ ଲକ୍ଷ …
ପିନ୍ଧନ୍ତି ଦାମୀ ଜ୍ୟାକେଟ୍, ମୂଲ୍ୟ ଜାଣିଲେ ଉଡ଼ିଯିବ ହୋସ୍ Read More »