Jaish-e-Mohammed

CRS : ପାକିସ୍ତାନରେ ୧୨ ସକ୍ରୀୟ ଆତଙ୍କବାଦୀ ସଂଗଠନ, ୫ଙ୍କ ନିଶାନାରେ ଭାରତ

କ୍ୱାଡ୍ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରସର ଏକ ରିପୋର୍ଟ (ସିଆରଏସ)ରେ ସେଠାରେ ସକ୍ରୀୟ ଥିବା ଆତଙ୍କବାଦୀ ସଂଗଠନଙ୍କୁ ୫ ଭାଗରେ ବିଭକ୍ତ କରିଛି । ଗୋଟିଏ ଶ୍ରେଣୀର ଆତଙ୍କବାଦୀ ସଂଗଠନଙ୍କ ମଧ୍ୟରେ ସମଗ୍ର ବିଶ୍ୱକୁ ଟାର୍ଗେଟ କରୁଥିବା ସଂଗଠନ ରହିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ଭାରତକୁ ଲକ୍ଷ୍ୟ କରି ଗଠିତ ସଂଗଠନ । ତୃତୀୟରେ ଆଫଗାନିସ୍ତାନ କେନ୍ଦ୍ରିତ ଆତଙ୍କବାଦୀ ସଂଗଠନ । ଚତୁର୍ଥ ଶ୍ରେଣୀରେ ଥିବା ଆତଙ୍କବାଦୀ ସଂଗଠନ କେବଳ ପାକିସ୍ତାନ ଭିତରେ ସକ୍ରୀୟ ଅଛନ୍ତି …

CRS : ପାକିସ୍ତାନରେ ୧୨ ସକ୍ରୀୟ ଆତଙ୍କବାଦୀ ସଂଗଠନ, ୫ଙ୍କ ନିଶାନାରେ ଭାରତ Read More »

Rise of Taliban 2.0, taliban, afghanistan, taliban ressurgence, rising odisha

ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ?

ଜଣେ ରାଷ୍ଟ୍ରପତିଙ୍କୁ ପିଟିପିଟି ହତ୍ୟା କରି ଟ୍ରାଫିକ ପୋଷ୍ଟରେ ଶବକୁ ଝୁଲାଇଥିବା ‘ବିଦ୍ୟାର୍ଥୀ’ଙ୍କ ଦଳ ପୁଣି ଶାସନକୁ ଫେରୁଛି ଆଫଗାନିସ୍ତାନରୁ ଆମେରିକା ସେନା ଫେରିବା ଦିନ ପାଖେଇ ଆସିବା ସହିତ ସେଠାରେ ତାଲିବାନ କ୍ଷମତା ଦଖଲର ନିକଟତର ହେବାରେ ଲାଗିଛି । ତାଲିବାନ ଗତ କେଇ ସପ୍ତାହ ମଧ୍ୟରେ ୧୦ ଜିଲ୍ଲାର ମୁଖ୍ୟାଳୟ ଉପରେ କବଜା ଜମାଇ ସାରିଲାଣି । ସବୁଠୁ ବଡ କଥା ହେଉଛି ଏଥିପାଇଁ ତାଲିବାନକୁ ବିଶେଷ କିଛି କଷ୍ଟ କରିବାକୁ ପଡିନାହିଁ । …

ତାଲିବାନର ପୁନଃଉତ୍ଥାନ ଭାରତ ପାଇଁ କାହିଁକି ଶୁଭଙ୍କର ନୁହେଁ ? Read More »

RSS
Follow by Email
Scroll to Top
Close Bitnami banner
Bitnami