jaganatha temple

ଆଉ ପଶିପାରିବେନି ଅଣହିନ୍ଦୁ; ସିଂହଦ୍ୱାରରେ ଜଗିବେ ୨ ପ୍ରତିହାରୀ ସେବକ

ପୁରୀ: ଶ୍ରୀମନ୍ଦିର ଭିତରକୁ ଆଉ ପଶି ପାରିବେନି ଅଣହିନ୍ଦୁ । ସେଥିଲାଗି ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହୋଇଛି ସିଂହଦ୍ୱାର ପ୍ରତିହାରୀ ସେବାର ପ୍ରଚଳନ । ଏଣିକି ସିଂହଦ୍ୱାର ନିକଟରେ ଜଗି ରହିବେ ପ୍ରତିହାରୀ ସେବକ । ଶ୍ରଦ୍ଧାଳୁଙ୍କୁ ଉପରେ ନଜର ରଖିବେ ସେମାନେ । କୌଣସି ଅଣହିନ୍ଦୁ ଯେପରି ମନ୍ଦିର ଭିତରକୁ ପ୍ରବେଶ ନ କରନ୍ତି, ସେଥିପାଇଁ ନଜର ରଖିବେ ଏହି ପ୍ରତିହାରୀ ସେବକ । ପୁଣି ଆରମ୍ଭ ହେଲା ପ୍ରତିହାରୀ ସେବା ଶ୍ରୀମନ୍ଦିର ସିଂହଦ୍ୱାର …

ଆଉ ପଶିପାରିବେନି ଅଣହିନ୍ଦୁ; ସିଂହଦ୍ୱାରରେ ଜଗିବେ ୨ ପ୍ରତିହାରୀ ସେବକ Read More »

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଆରମ୍ଭ ହେଲା ପୂଜା

ପୁରୀ: ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜିଠାରୁ ଆରମ୍ଭ ହୋଇଛି ପୂଜାକାର୍ଯ୍ୟ । ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ବ୍ରାହ୍ମଣବରଣ, ଗୁଆଟେକା ଆଦି ନୀତି ସଂପନ୍ନ ପରେ ପୂଜା କାର୍ଯ୍ୟ ଆରମ୍ଭ ହେବ । ୬ ଦିନବ୍ୟାପୀ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବର କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଉତ୍ସବର ପରିବର୍ତ୍ତିତ ତାରିଖ ଓ ଧାର୍ଯ୍ୟ …

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଆରମ୍ଭ ହେଲା ପୂଜା Read More »

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ଯାଏଁ ସର୍ବସାଧାରଣ ଦର୍ଶନ

ପୁରୀ: ଆସନ୍ତାକାଲି ଅର୍ଥାତ ବୁଧବାର କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବୁଧବାର ଅପରାହ୍ଣ ୫ଟାରୁ ରାତି ୯ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । ରାତି ୯ଟା ପରେ ଦର୍ଶନ ସ୍ୱାଭାବିକ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବନକଲାଗି ହେଉଛି …

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୫ରୁ ରାତି ୯ଯାଏଁ ସର୍ବସାଧାରଣ ଦର୍ଶନ Read More »

RSS
Follow by Email
Scroll to Top
Close Bitnami banner
Bitnami